ଦିଅ ଦୟାମୟ ଶିଶୁର ସରଳ ମନ…..
କୋମଳ, ସୁନ୍ଦର, ନିର୍ମଳ ଏକ ମନ (ଘୋଷା)
ଭରିଦିଅ ମନେ ସ୍ବର୍ଗୀୟ ତୁମ ପ୍ରେମ
ନ ଥିବ ସେଥିରେ
ସେ ପ୍ରେମ ସହିବ ନିନ୍ଦା, ଆଘାତ
ସୁରି ତୁମ ମହା ପ୍ରେମ || ୧ ||
ଦିଅ ହେ ବିଶ୍ବାସ
ଧୈର୍ଯ୍ୟ ଅପରିସୀମ
ନବ ଆଶା ଭରି
ଜଗାଅ ସୁପ୍ତପ୍ରାଣ
ଜୀବନ ସଂଗ୍ରାମେ ତୁମ ପାଇଁ ପ୍ରଭୁ
କରିବାକୁ ପ୍ରାଣ ପଣ ||୨ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.