ପ୍ରଭୁ………ପ୍ରଭୁ. ……..ପ୍ରଭୁ……….ପ୍ରଭୁ
ଆଉକି ଶୁଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ?
ଫେରିକି ଆସିବ ଜୀବନେ ଯୀଶୁ ହେ ସାତ ରଙ୍ଗ ସାତ ସ୍ଵର
ଆଦ୍ୟ ପ୍ରେମର ଝଙ୍କାର (ଘୋଷା)
ଭୁଲିଗଲି ସବୁ………ପ୍ରଭୁ…….
ପୁରୁଣା ସ୍ମୃତିକି ପ୍ରାର୍ଥନାରେ ଥିଲି କହି
ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ
ସବୁକୁ ଦେଲି ଏଡ଼ାଇ
ତୁମେ ମୋ ଶାରୋଣ ଗୋଲାପ ସୁରଭି ( ୨ ଥର)
ଅଟ ଆଶିଷର ବାରି
ଆଉକି ଝରିବ ମୋ ଆଖି ପତାରେ ( ୨ ଥର)
ଅନୁତାପର ସେ ନୀର ଆଦ୍ୟ ପ୍ରେମର ଝଙ୍କାର || ୧ ||
ନ ଚାହିଁବି ବୋଲି…ପ୍ରଭୁ…..
ଆଖି ବୁଜି ଦେଲେ ହୃଦୟ ଭିତରେ ଦିଶ
ନ ଶୁଣିବି ବୋଲି କାନ ରୁଦ୍ଧି ଦେଲେ
ଚେତନାରେ ନିତି ଆସ
ତୁମରି ସାନ୍ନିଧ୍ୟ-ଭରସା ପବନ ( ୨ ଥର)
ଲାଗେ ମୋତେ ନିତି ନୂଆଁ
ଆଉ କି ବହିବ ଏ ମରୁ ଅନ୍ତରେ ( ୨ ଥର)
କାଲବରୀର ରୁଧୁର, ଆଦ୍ୟ ପ୍ରେମର ଝଙ୍କାର
ଅନୁତାପର ସେ ନୀର, କାଲବରୀର ରୁର || ୨ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
4 thoughts on “au ki subhiba bhanga bina tare”
I am very interested song
Aliya Tadingi
I like this song
Mikhel patamajhi