ଆହେ ପବିତ୍ର ପ୍ରଭୁ ଈଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ …(ଘୋଷା) ବସିଅଛୁ ତବ ପୟରେ (ଆ1)ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେକର ଅଧ୍ୟଷ୍ଠାନ ନାଶି ପାପତମଜ୍ବଳି ଉଠୁ ହୃଦୟ ଭକ୍ତି ଭରେ … |୧| ତୁମେ ଜ୍ୟୋତଃ, ତୁମେ ଶକତି (ପ୍ରଭୁ)ତୁମେ ମୁକ୍ତି, ତୁମେ ଜୀବନଜାଳ ପ୍ରେମାନଳ ଉଠୁ ଭକ୍ତିରୋଳପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ … |୨| ଭକ୍ତି ପ୍ରତି ଅମୀୟ ଜଳେ ଦିଅ ଭରି ସର୍ବ ଅନ୍ତରେସ୍ତୁତି […]
Odia
ଆମେରେ ସରଗ ବାସୀ, ଜଗତେ ଆମେ ବିଦେଶୀବଞ୍ଚିଥିବୁ ଯେତେ ଦିନ, ଗାଉଥିବୁ ଯୀଶୁ ନାମଦେଖାଇବୁ ସତ୍ୟାଲୋକ ଅନ୍ଧକାରକୁ ନାଶି…ନାଶି…ନାଶି (ଘୋଷା) ଆଜି ସିନା ଆସିଅଛି ଦୁଃଖଭରା ଦିନପ୍ରେମ ଶାନ୍ତି ସତେ ଅବା ଅଳୀକ ସପନଅନାହାର, ରୋଗ, ଦୁଃଖ, ମୃତ୍ୟୁର କ୍ରନ୍ଦନଏ ଧରାରେ ରହିଥିବ ସେ ତ ଚିରଦିନସୁଖେ ଦୁଃଖେ ସାଥି ଆମ ରହିଥିବ ଯୀଶୁ ନାମରହିଥିବା ଯେତେ ଦିନ ଆମେଏ ଜଗତେ ହସି ହସି ହସି …. |୧| ଦୀନ […]
ଆରାଧନା ହୋ ଆରାଧନା ଖୁଦାବନ୍ ଈଶୁକ ଆରାଧନା … (ଘୋଷା) ଶାନ୍ତିଦାତା କି ଆରାଧନା ମୁକ୍ତିଦାତା କି ଆରାଧନା … |୧|ମେରେ ମଶୀହା କି ଆରାଧନା ଜୀବନ୍ ଦାତା କି ଆରାଧନା … |୨|ଦୂତୋ କେ ସଙ୍ଗ-ସଙ୍ଗ ଆରାଧନା ସ୍ତୁତି ପ୍ରଶଂସା କି ଆରାଧନା ..|୩|ତାଲି ବଜାକେ ଆରାଧନା ନାତେ ଗାତେ ଆରାଧନା .. |୪|ପବିତ୍ର ଦିଲ୍ ସେ ଆରାଧନା ପ୍ରେମି ମସେ ଆରାଧନା … |୫|ହାତ୍ ଉଠାକେ ଆରାଧନା […]
ଆଶାର ଦିପାଳୀ ଜାଳି କରୁଅଛି ପଦେ ଅଳିଦିଅ ବାରେ ଡେଣା ମେଲି ବାହୁ ତୋଳି ତବ ଶାନ୍ତି (ଘୋଷା) ଆଶ୍ରୀହୀନ ହୋଇ ରହିଛି ମୁହିଁତୁମ ବିନା ଜଗତେ କେହି ନାହିଁଝରାଇ ଦିଅ ତୁମ ପ୍ରେମ ବାରିନିବିଡ଼ ଘନ ଅନ୍ଧାରେ, ଡାକଇ ଅତି କାତରେଘନ ବାରେ ମୋ ମିନତି, ମୋ ମିନତି, ଏ ଆରତି… |୧| ଅନ୍ଧର ଲଉଡ଼ି ମୋ ଦୀନ ନାଥ,ଅନ୍ଧାରେ ଆଲୁଅ ଯେ ସତ୍ୟ ଈଶଦିଅ ବାରେ ଦେଖାଅ […]
ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ ପ୍ରିୟଯୀଶୁ ରାଜାଚମକିବ ଧରା ହେବ ଭୀତି ଭରା …(ଘୋଷା) ଆସିଥିଲେ ଦିନେ ଥରେ ଏହି ଧରା କୋଳେଦୁଃଖୀର ଦୁଃଖରେ ପୁଣି ଦୁଃଖୀ ସେ ହୋଇଲେଏଡ଼ାଇଲେ ପ୍ରତିବାଧା କଷଣ ସହିଲେପାପର ଅନଳ ଝାସେ ଆହୁତୀ ସାଜିଲେକୁଶ ମଲେ ମୋ ପ୍ରିୟ ଯୀଶୁ ରାଜା…ମୋ ପ୍ରିୟ ଯୀଶୁ ରାଜାମେଘରଥେ ଚଢ଼ି ନଭ ଦେଶ ଚିରି…ଆସିବେ ସେ ମୋ … |୧| ଶୁଭିବ ତୂରୀର ନାଦ […]
ଆସ ଯିବା ସମସ୍ତେ ଚାଲିଯିବା…ଚାଲ ଯିବା ସମସ୍ତେ ଆସଯିବାଆସୁଛନ୍ତି ଯୀଶୁରାଜା ତାଙ୍କୁ ଭେଟିବା …(ଘୋଷା) ବିଶ୍ଵାସୀମାନଙ୍କୁ ନେବା ପାଇଁଅନେକ ଦୂତ ସାଧୁଙ୍କୁ ନେଇସୁଲଳିତ ସ୍ଵରେ ଆଜି ଗୀତ ଗାଇବାହରଷିତ ମନେ ଆଜି ବାଜା ବଜାଇ ….|୧| ଜାଗିଥାଅ ପ୍ରସ୍ତୁତ ହୋଇପ୍ରଦୀପ ସବୁ ଢଳାଇ ଦେଇପ୍ରଦୀପ ନ ଥିଲେ ଭେଟି ପାରିବା ନାହିଁ ।ସ୍ଵର୍ଗ ରାଜ୍ୟରେ ପ୍ରବେଶି ପାରିବା ନାହିଁ … |୨| ଆଉ ଡେରି ନ କର ଭାଇବିଳମ୍ବ ବୋଲି […]
ଆସ ପ୍ରଶଂସା ଗାଇବା, ଯୀଶୁ ତାନେ ଜାଗିବାଆତ୍ମା-ପିତାଙ୍କୁ ଗୌରବ ଧନ୍ୟବାଦ ଦେବା … |୧| ଆହା କି ସୁଗନ୍ଧରେ ! ମୋ ପ୍ରାଣ ମନରେସେ ଯୀଶୁ ପ୍ରେମ ଭରି ଯାଏ କହି ନ ସରେ … (ଘୋଷା) ଆସ ଯୀଶୁଙ୍କୁ କୁଶରେ ଆଖି ଭରି ଦେଖିବାସେ ଦୁଇ ଚରଣ ଧରି ବକ୍ଷରେ ରଖିବା … |୨| ଆସ ହେ ସେ ପୁଣ୍ୟରକ୍ତ ପାନ କରି ମାତିବାସେ ନିଶାରେ ସବୁ ନରେ […]
ଆହେ…ଅନନ୍ତ ଅସୀମ….ତୁମରି ମଧୁର ପ୍ରେମକେ କରିପାରେ ବର୍ଣ୍ଣନାତୁମ ପ୍ରେମ ପାଇଁ ଧନ୍ୟ… ଏ ଧରା ଧାମ … (ଘୋଷା) କାଗଜ ହୁଅନ୍ତା ଯଦି ଆକାଶର ବକ୍ଷଲେଖନୀ ହୁଅନ୍ତା ଯଦି ପ୍ରତି ଲତା ବୃକ୍ଷସାଗରର ନୀଳ ନେଇ ସେ ଲେଖନୀ ଯାକପ୍ରତିଟି ମଣିଷ ଯଦି ହୁଅନ୍ତେ ଲେଖକତଥାପି ସରନ୍ତା ନାହିଁ ଆକାଶର ସୀମା ଡେଇଁବଣ୍ଡିବାକୁ ପ୍ରଭୁ ତୁମ… ଅମୃତ ପ୍ରେମ … |୧| ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତଦାନ […]
ଆହା କି ଯାତନା ମୋହର ହେ ପ୍ରଭୁ ପରାତ୍ପରବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର …(ଘୋଷା) ଜଗତେ ଅଛି କଳଙ୍କ, ଜଗତେ ଅଛି ସଂକଟଏଥିରୁ ଉଦ୍ଧାର କରି ପ୍ରଭୁ, କର ମୋର ପାପ ଦୂର … |୧| ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତିକର ହେ ମୋତେ ଉଦ୍ଧାର, ପ୍ରଭୁ କର ମୋର ପାପ ଦୂର … |୨| ପାପର ଅଭିଳାଷରେ ବୁଡ଼ିଛି ଏ ଜଗତରେଡାକୁଛି ଅତି […]
ଆସ ..ଆହେ ଆସ,ଈଶ୍ଵରଙ୍କ ସ୍ତୁତି କରିବାସେ ଯେ ଆମ ପରିତ୍ରାଣ ଶୈଳ ସ୍ବରୂପତାହାଙ୍କ ଉଦ୍ଦେଶେ ଜୟଧ୍ବନି କରିବାଧନ୍ୟବାଦ ସହକାରେ ତାଙ୍କ ପାଶେ ଚାଲସଙ୍ଗୀତ ଗାଇ ତାଙ୍କ ଜୟଗାନ କରିବା … (ଘୋଷା) ସଦାପ୍ରଭୁ ପରମେଶ୍ବର ଅଟନ୍ତି ମହାନସର୍ବ ଦେବତାଙ୍କ ଉଦ୍ଧରେ ମହାନ ରାଜନଉଚ୍ଚ ପରବତ କିବା ସୁଗଭୀର ସ୍ଥାନସବୁ ତ ଅଟଇ ତାଙ୍କ ହସ୍ତାଧୀନ … |୧| ଆମେ ତାଙ୍କ ଚରାଭୂମି ଲୋକ, ସେ ଆମ ପାଳକତାହାଙ୍କ ହସ୍ତରେ ସୁରକ୍ଷିତ […]