ଆହେ ଭଜ ମନଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣଚିରେ ଭାବିଲେ ପାଇବ ଦରଶନ (ଘୋଷା) ଶୁନ୍ୟର ଉପରେ ମହା ଶୂନ୍ୟସେ ସବି ଉପରେ ତାଙ୍କ ସ୍ଥାନଜ୍ୟୋତିର୍ମୟ ସିଂହାସନର ଉପରେବିଜୟ ବିରାଜ ଦୟାବାନ … |୧| ସିଂହାସନ ଆଗେ ବିଦ୍ୟମାନଖର୍ବ ଖର୍ବ ଧର୍ମ ଦୂତଗଣ,ଚବିଶ ପ୍ରାଚୀନ ମୁକୁଟ କାଢ଼ିଣବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ … |୨| ଅଗଣ୍ୟ ଜନତା ସାଧୁମାନସେବା ଭଜନାରେ କରି ଧ୍ୟାନପ୍ରେମେ ପରିପୂର୍ଣ୍ଣ ଆନନ୍ଦ କରନ୍ତି,ବିଜୁଳିର ପରି ତେଜୋବାନ … […]
Odia
ଆହେ ମୋ ଦୟାସାଗର ଧର ଦୟାରେ ହାତ ମୋହରଦୟା ତୁମ ପାରିବାର ଆଶାବାଡ଼ି ଦୁର୍ବଳରଧର ଦୟାରେ ହାତ ମୋହର … (ଘୋଷା) କାନ୍ଦି କାନ୍ଦି ବକ୍ଷ ଯାଏ ଭିଜିପ୍ରତିଦିନର ମୋ ପାପ ହେଜି ପ୍ରତି ରାତ୍ରିର ମୋ ଦୋଷ ହେଜିପହଞ୍ଚିବ ସ୍ଵର୍ଗ ତୁମର ମୋର ପ୍ରାର୍ଥନା ଅନୁତାପର … |୧| ଆସିଛି ନେଇ ମୋ ଅନ୍ତରଭାଙ୍ଗିବାକୁ ଚରଣେ ତୁମର ଧୋଇବାକୁ ଚରଣେ ତୁମରଅନୁତାପର ଲୁହକୁ ନେଇ କେଶେ ପୋଛିବି ପାଦ […]
ଅନନ୍ତ ଜୀବନ ପଥେ ମୋତେ ନେଇଯାଅଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା) ଶୟତାନ ଆଣେ କେତେ ପରୀକ୍ଷା ଜୀବନେଆଘାତ କରଇ ସେ ଯେ ଖାଲି ଅକାରଣେଡରିବିନି ପ୍ରଭୁ କେବେ ସାହା ହୋଇଥାଅ …|୧| ବିଶ୍ବାସ ନାବରେ ମୋର ଆସେ ଯେ ଭଉଁରୀଧରିଥାଅ ମଙ୍ଗ ମୋର ହୋଇ ତ ନାଉରୀବିଶ୍ବାସ ନଉକା ମୋର ପାରି କରି ନିଅ … |୨| ସୂଚୀମାଳାକୁ ଫେରନ୍ତୁ
ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାରଯାହା ଦେଖି ଯାହା କର ସବୁ ଅସାର …(ଘୋଷା) ପିତାମାତା ବନ୍ଧୁ ଭ୍ରାତାକେ ନୁହନ୍ତି ମୁକ୍ତିକର୍ତ୍ତାଖ୍ରୀଷ୍ଟ ଏକା ହଭା କତ୍ତା ଏ ଜଗତର …|୧| ଧନମାନ ଏ ସମ୍ପତ୍ତି କେ ନୁହନ୍ତି ଆତ୍ମା ଗତିନ ଯିବେ ମରଣ କାଳେ ସଙ୍ଗେ କାହାର … |୨| ଯାହା କର ଏ ସଂସାରେ ଲେଖା ହୁଏ ସ୍ଵର୍ଗପୁରେକରିବେ ଈଶ୍ୱର ଦିନେ ସବୁ ବିଚାର … |୩| […]
ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତରଭାଳେ ମୁହିଁ, ଦେଲ କିମ୍ପା ମୋ ଲାଗି ରୁଧିର … (ଘୋଷା) ସୃଷ୍ଟି ପାଇଁ ମନେ କିମ୍ପା ସରାଗ ଯେ ଭରିଲତୁମେ କିମ୍ପା ନୀରବରେ କୃଶ ବହିଗଲକୁଶ ଝରା ବାଣୀ ତୁମ କେତେ ଯେ ମଧୁର … |୧| ପାପ ପଥେ ହଜିଥିଲି ତୁମେ କିମ୍ପା ଖୋଜିଲମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଲପତିତ ମୁଁ ଯାଏ ଛୁଇଁ ତୁମରି ପୟର … […]
ଅନ୍ତରୁ ମୋ ଝରେ ଅନୁତାପ ନୀରକ୍ଷମାକର ପ୍ରଭୁ (୩ଥର) ପାପ ମୋର …(ଘୋଷା) ପ୍ରତିଜ୍ଞା କରି ମୁଁ ପାରି ନାହିଁ ରଖିନିଜ ପ୍ରାଣେ କରିପ୍ରେମ ତୁମକୁ ଉପେକ୍ଷିଗରବ ଗାରିମା…..ଆ…. ଦୁର କର ମୋରଏହି ମୋ ବିନତି (୩ଥର) ଶ୍ରୀ ପୟରେ …|୧| କି କରିବି ଏହି ଜୀବନକୁ ନେଇଅପରାଧୀ ମୁହି ପ୍ରଭୁ ମଥା ଯାଏ ନଇଁଜାଣି ଶୁଣି ପ୍ରଭୁ….ଉ… କଲି ମୁଁ ଅସ୍ବୀକାରଥରେ ନୁହେଁ ପ୍ରଭୁ ୩ଥର) ଦୁଇ ଥର […]
ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେସମୀର ନାଚଇ ଗହନ ବନରେ….ସାଗରେ ଖେଳେ ତରଙ୍ଗରେସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….ନାଚି ନାଚିକା ଗାଇ ଗାଇକାଭାସି ଯାଉ…..(ଘୋଷା) ପୁଲକେ ଧରଣୀ ରାଣୀ ଆକାଶେ ମିଶିଆକାଶ ବକ୍ଷେ ବଉଦ ଯାଉଛି ଭାସିଧରଣୀର ନବ ଗାନେ, କୋଇଲିର ମଧୁସ୍ମନେ ( ୨ ଥର)ନାଚିଯିବା, ଗାଇଯିବା, କାନେ କାନେ କହିଯିବାମହାନନ୍ଦରେ…..|୧| ପୂରୁବ ଦିଗେ ଜ୍ୟୋତିଷ ତାରକା ଦେଖିନିରୀକ୍ଷନ୍ତି ପୁସ୍ତକକୁ ଶୀଘ୍ର ତନଖି ( ୨ ଥର)ସୁନା, କୁନ୍ଦୁରୁ, […]
ଅର୍ପଣ କରୁଛି ମୁଁ ଦାନ ତୁମରିପ୍ରଭୁ ଗ୍ରହଣ କର ହ୍ମ ଆଦରି …(ଘୋଷା) ପାଇନି ବୋଲି କିଛି ନାହିଁ ଆହୁରିଯାହା ମୋଠାରେ ଅଛି ସବୁ ତ ତୁମରିଶୂନ୍ୟରେ ଆସିଛି ଶୂନ୍ୟରେ ଯିବି ଫେରିରହିବନି ଆଉ କିଛି ଦାବି ମୋହରି, ପ୍ରଭୁ…ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୧| ଦେଇଛି ଉଛୁଲାଇ ଆହୁରି ଯାଚିମାଗିବାକୁ ଆଉ ମୋର ବାକି କି ଅଛି ?ତୁମଠୁ ହେ ପିତା ଯୀଶୁକୁ ପାଇଛିତାଙ୍କ […]
ଆଦମ୍…ଆଦମ୍…ଆଦମ୍… ତୁମେ ଏକି କଲ !ପନା ଫଳ ଖାଇ ତୁମେ ଅଭିଶପ୍ତ ହେଲ (ଘୋଷା) ଅନନ୍ତ ଜୀବନ ହରାଇ ମୃତ୍ୟୁ କିମ୍ପା ଲଭିଲଆରୋଗ୍ୟତାକୁ ହରାଇ ରୋଗ କିମ୍ପା ପାଇଲଶୟତାନ ଫାନ୍ଦେ ପଡ଼ିଗଲ କ୍ଷଣେଏତେ ବଡ଼ ଭୁଲ କଲି … |୧| କଥୋପକଥନ କରୁଥିଲ ଈଶ୍ବରଙ୍କ ଛାମୁରେବୃକ୍ଷ ଗହନେ ଲୁଚିଲ ତାଙ୍କ ମହାଡାକରେଫଳଟିକ ପାଇଁ ମନୁଷ୍ୟ ଜୀବନେପାପ କଳଙ୍କ ବୋଳିଲ … |୨| ସୂଚୀମାଳାକୁ ଫେରନ୍ତୁ
ଆମେ ଆପଣା ସମସ୍ତ ମନଦେଇପ୍ରଭୁଙ୍କ ସେବା କରିବାସମସ୍ତ ହୃଦୟ ଶରୀରକୁ ନେଇପ୍ରଭୁଙ୍କ ସେବା କରିବା … (ଘୋଷା) ଜଗତର ବୁକୁପରେ ଆମେ ଲବଣ ସ୍ବରୁପଲବଣର ଗୁଣ ନେଇ ଭରିଦେବା ସୁସ୍ବାଦଅନ୍ଧକାର ଦୁନିଆରେ ଯୀଶୁଙ୍କର ଜ୍ୟୋତି ବଳେ ( ୨ ଥର)ଅବିରତ ଜ୍ଵଳୁଥିବା ….|୧| ପ୍ରଭୁଙ୍କ ବାକ୍ୟ ଅଟେ ଆମ ଜୀବନ ପ୍ରଦୀପସେ ପ୍ରଦୀପ ବଳେ ସଦା ହଜେ ପାପର ଅନ୍ଧାରଶୁଭ ସମାଚାର ନେଇ, କୋଣେ କୋଣେ ଯିବା କହି ( […]