ଅତୁଳ ସେହି ପ୍ରେମର ଝରଦେଖ ଝରିଯାଏ ।କାଲବରୀଠାରେ …ହୋ … (୨ଥର) … (ଘୋଷା) କେହି ପାରେ ନି ଜୀବନ ଦେଇଏହି ଜଗତରେପାପର ଦାଗ ଲିଭାଇ ଦେଇ ନିଜ ରକତରେରୁର ସେହି ପାପୀ ପାଇଁ ( ୨ ଥର)ଦେଖ ଝରି ଯାଏକାଲବରୀ ପରେ …ହୋ … (୨ ଥର) … |୧| ସେ ମହା ପ୍ରେମ ପାଇବା ପାଇଯାହାକୁ ସେ ଥରେଜୀବନ ପାପ ଧୋଇବା ପାଇଁକ୍ଷମା ଲହୁ ଧାରେଅସୀମ ସେହି […]
Odia
ଅନୁତାପର ନୀର ଝରାଇ ଢ଼ାଳୁଛି ମୋ ଅନ୍ତରଆମା ମନମୋର ୱଳି ଉଠୁଛିପାପେ ପଡ଼ି ବାରମ୍ବାର (ଘୋଷା) କଣ୍ଟକ ଭରା ହୃଦୟ ମୋରମାଗୁଛି ଆଶ୍ରା ତୋର ( ୨ ଥର)ସ୍ୱୀକାର କରି ସମସ୍ତ ଦୋଷ ମାଗୁଛି ମନ ମୋର (୨ ଥର)କ୍ଷମା କରହେ ସ୍ବର୍ଗୀୟ ପିତାପାପ କାଳିମା ମୋର … |୧| ଭ୍ରାତା ଭଗ୍ନୀ ଓ ପ୍ରଭୁ ବିରୁଦ୍ଦ କରିଛି ପାପ ମୁହଁ (୨ଥର)ମାଗୁଛି କ୍ଷମା ପ୍ରାର୍ଥନା କରି ଆହେ ଜଗତ […]
ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀରମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା) ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧| ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨| ସୂଚୀମାଳାକୁ ଫେରନ୍ତୁ
ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ (୨ଥର) … |୦| ଦେଖାଇଲ ପ୍ରଭୁ ମୁକତିର ପଥକାଲବରୀ ଚୂଳେ ହୋଇଲା ହତଝରିଗଲା ପ୍ରଭୁ ଝର ଝର ହୋଇତୁମ ତପିତ ରୁଧୁର ଧାର,ଆହାର ଦେଲ ପ୍ରଭୁ ଗୋ ଏ ଜୀବନରେ (୨ଥର)ଧନ୍ୟ ଯୀଶୁ ତବ ନାମ ଏ ପୃଥିବୀରେ …. |୧| ତ୍ୟାଗକଲ ପ୍ରାଣ ହେ ବିଶ୍ଵନାଥଜଗତେ ଖୋଲିଦେଲ ମୁକତିର ପଥମୃତ୍ୟୁ ନାହୁଡ଼ ଭାଙ୍ଗି […]
କେତେଭଲ ମୋର ପ୍ରଭୂ (ଯୀଶୁହେ)କେତେ ଭଲ ମୋର ପ୍ରଭୁ … |୦| ତୁମେ ମୋ ମେଷପାଳକ (ଯୀଶୁହେ)ତୁମେ ମୋ ମେଷପାଳକ … |୧| ତୁମେ ମୋ ବିଶ୍ୱାସ ଭୂମି (ଯୀଶୁହେ)ତୁମେ ମୋର ବିଶ୍ବାସ ଭୂମି … |୨| ତୁମେ ମୋର ବିଶ୍ୱାସ ବାୟୁ (ଯୀଶୁହେ)ତୁମେ ମୋର ବିଶ୍ବାସ ବାୟୁ .. |୩| ତୁମେ ମୋ ଜୀବନ୍ତ ଜଳ ( ଯୀଶୁହେ)ତୁମେ ମୋ ଜୀବନ୍ତ ଜଳ… |୪| ତୁମେ ମୋର ସବୁରେ […]
ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତଯୀଶୁଙ୍କ ଅମୁଲ୍ୟ ରକ୍ତରେ,ଆମେ ସବୁ ଏକ ସାଧୁଙ୍କ ସହିତଯୀଶୁଙ୍କ ଅମୀୟ ପ୍ରେମରେ,ଆମେ ସବୁ ମେଷ ଗୋଟିଏ ପଲରଏକ ହିଁ ବିଶ୍ବାସ, ଏକ ପରିବାରଯୀଶୁ ହିଁ ପାଳକ ଆମରହାଲୁଲୁୟା … ହାଲିଲୁୟା … ହାଲୁୟା … ହାଲିଲୁୟାଯୀଶୁ ହିଁ ପାଳକ ଆମର … ୨ଥର (ଘୋଷା) ଏକ ଶରୀରେ ଆମେ ସଂଯୁକ୍ତଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ,ସ୍ଵର୍ଗ ଆମ ଚିର ଦିବ୍ୟ ଧାମ … (୨ […]
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)ଆସ ଯିବା ସାନ୍ବନା ଲଭିବା .. |୧| ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)ଚାଲ ଯିବା ସେ […]
ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା) ସଂସାର ପଥ କଣ୍ଟକ ସିନାଚଉଦିଗେ ଦିଶେ ଘୋର କାଳିମାନାହିଁ ଭରସା ତୁମରି ବିନାପ୍ରିୟ ଯୀଶୁ ମୁଁ ଯେ ରୁରେ କିଣା … |୧| ସ୍ଵାଧୂନତା ମମ ତମ ପଦେସମରପେ ପ୍ରଭୁ ଭକ୍ତି ଚିରେମୋର ବୋଲି ଆଉ ନାହିଁ ଭବେପ୍ରିୟ ଯୀଶୁ ଜଳାଅ ତୁମ ଇଙ୍ଗିତେ … |୨| ତୁମ ଇଙ୍ଗିତେ […]
(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ) ଆହେ ପବିତ୍ରଆତ୍ମା ଇଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ (ଘୋଷା) ବସିଅଛୁ ତବ ପୟରେ,ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ ଥର (ଆମେ)କର ଅପୃଷ୍ଠାନ ନାଶି ପାପତମ,କଳି ଉଠୁ ହୃଦୟ ଭକ୍ତି ଭରେ … |୧| ତୁମେ ଜ୍ୟୋତି ତୁମେ ଶକତି,ତୁମେ ମୁକ୍ତି ତୁମେ ଜୀବନ, ୨ଥର (ପ୍ରଭୁ)ଜାଳ ପ୍ରେମାନଳ ଉଠୁ ଭକତି ରୋଳ,ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ… |୨| ଭକ୍ତି ପ୍ରୀତି […]
ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା) ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … |୧| ପଡ଼ିଛି ସଂସାରେ ଘୋର ବିପଦରେତୁମ୍ଭ ବିନୁ ରକ୍ଷା ନାହିଁ କାହାଠାରେ .. |୨| ତୁମେ କୃପା ସିନ୍ଧୁ ଦୀନ ପାପୀର ବନ୍ଧୁଢ଼ାଳ କୃପା ବିନ୍ଧୁ ମୋ ମରୁ ଜୀବନରେ … |୩| ସଦା ସଙ୍ଗେ ଥାଅ ସ୍ବପୁରକୁ ନିଆମାଗୁଛି ଏ […]