ହୃଦୟେ ଉଠେ ସନ୍ଦେହପୁଣି ଆଉ କାହିଁକି ?ଆତଙ୍କ ଛାୟା ମନେ ପୁଣି ଆଉ କାହିଁକି ?ପାଇଛି ପରା ଯୀଶୁଙ୍କୁ ( ୨ ଥର)ଏ ଅସ୍ଥିରତା ଜୀବନେ କାହିଁକି ? ( ୨ ଥର) (ଘୋଷା) ନିଜ ବୁଦ୍ଧି ଜ୍ଞାନ ବାହୁବଳେ ରଖିଛ କି ତୁମେ ଭରସାଆହା ଅଜ୍ଞାନତାର ଅନ୍ଧକାରେ ଘୁରି ବୁଲୁଛ କାହିଁକି ?ପାଇଛି ପରା ଯୀଶୁଙ୍କୁ || ୧ || ପାରିଛ କି ଆଙ୍କି ଯୀଶୁ ଛବି ଏ […]
Odia
ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନାଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା) ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନଯୀଶୁ ନାମ ବିନୁ ନାହିଁ, ପାତକୀର ସାନ୍ତନା || ୧ || ପବିତ୍ର ସେ ଯୀଶୁ ନାମ, ମହିମାରେ ପରିପୂର୍ଣ୍ଣମଧୁଭରା, ସୁଧାଭରା, ସବୁ ସୁଖ ଭରା ନାମ,ତ୍ରିଭୁବନେ ନାହିଁ ଆଉ, ସେ ନାମର ତୁଳନା || ୨ || ପାପ ମୃତ୍ୟୁ ନାଶକାରୀ, ରୋଗ ଶୋକ […]
ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେହୋଇ କି ବନ୍ଧୁ… (ଘୋଷା) ଆମେ ଦେଲେ ତାଙ୍କରେ ମନ ଦେବେ ସେ ପରିତ୍ରାଣପାପ ଧୋଇଦେବେ ସେ ଆମ କରି ସେ କ୍ଷମା ଦାନନେଇଯିବେ ସେ ସ୍ଵର୍ଗପୁରେ ଦିବ୍ୟଜ୍ୟୋତି ଦେବେ ରେହୋଇ କି ବନ୍ଧୁ…|| ୧ || ଆସ ଯିବା ତାଙ୍କରି ପାଶେ ଚାଲିବାରେ ମୁକ୍ତି […]
ହୋ… କେଡ଼େ ନମ୍ର ହୋଇ ସବୁ ଗଲ ସହିପ୍ରାଣ ଦେଲ କୁଶେ ମୋର ପାଇଁମଥା ପାତି ଦେଇ ନୀରବରେ ରହିକେଡ଼େ ଅପମାନ ନିନ୍ଦା ସହି ହୋ… (ଘୋଷା) ଯୀଶୁ ଧନ ମୋର ଆହେ ତ୍ରାଣକାରୀକେମିତି ଯିବି ମୁଁ ପାଶୋରିହସ୍ତ ପାଦ ଧରି ଦେଲେ କଣ୍ଟା ମାରିବର୍ଦ୍ଧାଘାତେ ହୃଦ ବିଦାରିନା’ ଦେଖି ହୁଏନା, ନା’ ସହି ହୁଏନାରକ୍ତ ଯାଉଛି ଛାତିରୁ ଝରି ହେ… ରକ୍ତ ଯାଉଛି ଛାତିରୁ ଝଛି || ୧ […]
ହେ ଯୀଶୁ ସର୍ବଶକ୍ତିମାନ, ଧନ୍ୟ ସଦା ତୁମରି ନାମତ୍ରିଭୁବନେ ନାହିଁ କେହି ( ୨ ଥର) ତୁମ ସମାନ.. (ଘୋଷା) ଯୀଶୁ ଆମ ପଥ, ସତ୍ୟ, ଯୀଶୁ ଆମ ଜୀବନଜୀବନର ଚଲାପଥେ ଅଟ ଜ୍ୟୋର୍ତିମମସେ ନାମ ଭଜିଲେ ନିଶ୍ଚ ମିଳେ ପରିତ୍ରାଣ… || ୧ || ଲକ୍ଷ୍ୟ ରଖି ଯୀଶୁଠାରେ ଗଢ଼ି ନେବା ଜୀବନକରୁଥିବା ଧନ୍ୟବାଦ ଦେଇ ମନ ପ୍ରାଣପ୍ରିୟ ଯୀଶୁ ସାଥି ହୋଇ ( ୨ ଥର) ଥିଲେ […]
ହେ ବିଶ୍ବ ଗୌରବ ଯୀଶୁ ତୁମେବନ୍ଦନା କରୁଛୁ ତୁମ ନାମେସ୍ଵାଗତିକା ଘେନ ସ୍ଵାଗତିକା ଘେନଆଶିଷ ନେଇ କର ଆଗମନଆମରି ଏଇ ଧାମେଆମରି ଏଇ ଧାମେ…. (ଘୋଷା) ଆଶାର ସରାଗେ ସୁହାଗ ଆବେଗେହେଉ ଉଲ୍ଲାସ ଆମ ପରାଣତୁମରି ଚରଣେ ସୁଶୋଭିତ ହେଉନିରାଶ ଏଇ ଜୀବନ…ଜ୍ୟୋତିର୍ମୟ ତୁମେ ସ୍ୱାଗତିକା ଘେନକରୁ ଆରାଧନା ତୁମେ ରାଜାଧିରାଜନହେ ଖ୍ରୀଷ୍ଟ ରତନ…..|| ୧ || ଅନାଦି ଅନନ୍ତ ଆହେ ବଳବନ୍ତକରୁ ତୁମରି ରାଜ୍ୟ ନିର୍ମାଣଜଗତରେ ପୂଜା ପାଅ […]
ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି !କେଉଁଠାରୁ ତୁମେ ଆସିଛି ? କେଉଁ ଭୁଲ ତୁମେ କରିଛି ?କୁହ ତୁମରି କେଉଁ ଦେଶ ? କାହା ସେବା ତୁମେ କରୁଛ ?ହା..ହା..ହା… ହୋ….. ହୋ…. ହୋ…. (ଘୋଷା) ବଡ ସହର ନୀନିବୀ ନଗର ଦୁଷ୍ଟତାରେ ଭରପୁରଲାଗୁଛି ଡର ଯିବାକୁ ମୋର କେମିତି ହେବ ପ୍ରଷ୍ଟରତର୍ଶାଶକୁ ମୁହଁ ଯାଉଛି ମହାପାପ ମୁହଁ କରିଛିହା..ହା..ହା… ହୋ….. ହୋ…. ହୋ…. […]
ହେ… ରାଜା ମୋହର, ପରମେଶ୍ବରଶୁଣ ମୋ କ୍ରନ୍ଦନ ସ୍ବର ପ୍ରାତଃ କାଳେ ପ୍ରାର୍ଥନା ମୋର (ଘୋଷା) ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ ମସ୍ତକ ମୋ ନତ କରିମହନୀୟ ପ୍ରେମେ ତୁମ ଭରସା ରଖି ଜଣାଉଛି ଦୁଃଖ ଗୁହାରୀନ୍ୟାୟ ପଥେ ତୁମେ କର ଚାଳନା ପଥ ମୋର କର ସୁଗମ ( ପ୍ରଭୁ)ଶୁଣ ବାରେ ଏ ନିବେଦନ || ୧ || କରିବାକୁ ରକ୍ଷା ମୋର ଏହି ଜୀବନ ବାରେ […]
ହେ ପ୍ରଭୁ ଆସି ମୋ ଧାନେ..ହୋ..ବିରାଜ ମୋ ହୃଦୟେ ତୁମେକେତେ ଆଶା ନେଇ ନୟନେ… ହୋ..ଚାହିଅଛି ତବ ଦର୍ଶନେ (ଘୋଷା) ହୋଇଛି ରୁଦ୍ଧ ଯେ ନୟନ ମୋର ପାପ ପ୍ରଲୋଭନେଦେଖିବି ଭାବୁଛି ପାରେନା ଦେଖି ଅନ୍ଧ ମୁଁ ଯେ ମନେଦିଅ ଦେଖା ମୋର ଅନ୍ଧ ନୟନେ ନିଅ ତୁମରି ସନ୍ଧାନେଆହେ ପ୍ରେମମୟ ତୁମ ପ୍ରେମରେ ଦିଅ ଦର୍ଶନ ଏ ଜୀବନେ ହେ || ୧ || ଅନାଦି ଅନନ୍ତ ଅସୀମ […]
ହେ ସଦାପ୍ରଭୁ ମୁଁ ତୁମ୍ଭର ଶରଣ ନେଉଛିମୋତେ କେବେ ଲଜିତ ହେବାକୁ ଦିଅ ନାହିଁ (ଘୋଷା) ତୁମ୍ଭ ଧର୍ମ ଗୁଣରେ ମୋତେ, ଉଦ୍ଧାର କରିମୋତେ ରକ୍ଷା କରମୋ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର ||୧|| କାରଣ ହେ ପ୍ରଭୁ ସଦାପ୍ରଭୁତୁମ୍ଭେ ହିଁ ଅଟ ମୋହରି ଭରସାମୋ ବାଲ୍ୟ କାଳରୁ ତୁମେ ମୋର ବିଶ୍ବାସ ଭୂମି || ୨ || ସୂଚୀମାଳାକୁ ଫେରନ୍ତୁ