ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନାଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା) ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନଯୀଶୁ ନାମ ବିନୁ ନାହିଁ, ପାତକୀର ସାନ୍ତନା || ୧ || ପବିତ୍ର ସେ ଯୀଶୁ ନାମ, ମହିମାରେ ପରିପୂର୍ଣ୍ଣମଧୁଭରା, ସୁଧାଭରା, ସବୁ ସୁଖ ଭରା ନାମ,ତ୍ରିଭୁବନେ ନାହିଁ ଆଉ, ସେ ନାମର ତୁଳନା || ୨ || ପାପ ମୃତ୍ୟୁ ନାଶକାରୀ, ରୋଗ ଶୋକ […]