ଆସିଥାଅ ଯଦି ଆଶାର ଆବେଗେ ଗାଅ ଯୀଶୁ ନାମ ଜୟ
ପ୍ରତିକୂଳ ସିନା କେବଳ ଅଳସ, କର ତାକୁ ପରାଜୟ ା ଘୋଷା ।
ଗମ୍ଭୀରେ ଗୁରୁ ଶବଦ ଉଠେ,
କମ୍ପିତ ଧରା ପଲକେ ପଲକେ, ହୃଦୟେ ହୃଦୟ ସରାଗେ ମିଶେ
ଗାଇ ଯୀଶୁ ନାମ ଜୟ ା ୧ ।
ଧ ର୍ମର ସେହି ଜୟର ତାନେ ଉଲ୍ଲାସେ ଧରା ପରାଣେ ପରାଣେ,
ଉଠିବୁ ନାହିଁକି ଅବଶ ମନ,
ହେବୁ କିରେ ପାପେ କ୍ଷୟ ? ା ୨ ।