gaore jaya khristaname

ଗାଆରେ ଜୟ ଖ୍ରୀଷ୍ଟନାମେ
ହାଲୁୟା ହୋଶାନ୍ତା
ସର୍ଗତେଜି ଆସିଛନ୍ତି ଦେଖି ନର ବେଦନା
ହାଲିଲୁୟା ହୋଶାନ୍ତା (୨ଥର) … (ଘୋଷା)

ଜାତ ସେ ବେଥିଲିହିମେ
ପ୍ରେମ ସୁଧା ଝରଣା
ଦୀନ ହୀନ ପାପୀ ଜନେ
ବିତରଣେ କୁରଣା …ହୋ …(୨ଥର) … |୧|

ଚାଲ ଗୋ ପାଳକ ସଙ୍ଗେ
କରିବା ଗୋ ବନ୍ଦନା
ସାର୍ଥକ ହେବ ଜୀବନ
ଆମ ମନ କାମନା… ହୋ … |୨|

ମାନବ ମୁକତି ଲାଗି
ମହାପ୍ରେମ ସାଧନା
ହାଲୁୟା …ହୋଶାନ୍ତା …(୨ଥର) … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *