krusha pare dekha kiye

କୁଶ ପରେ ଦେଖ କିଏ
ରୁଧିରରେ ଅଙ୍ଗମଖା
କଣ୍ଟାମୁକୁଟ ଶିରେ “ଯିହୁଦୀରାଜ” ଆଖ୍ୟା ଲେଖା …(ଘୋଷା)

ଅଗତିର ଯିଏ ଗତି ତାଙ୍କୁ ହେଲା ଏ ଦୁର୍ଗତି
କାଷ୍ଠ ସଂହାସନେ ସ୍ଥିତି ଏହାକି ନେତ୍ରେ ଯାଏ ଦେଖା …|୧|

ଶିରେ ନାହିଁ ଉପାଧାନ କୁଶୋପରେ ଲମ୍ବମାନ
ଯାତନାରେ କାତର ପ୍ରାଣ ହସ୍ତ ପଦେ କଣ୍ଟାବିନ୍ଧା …. |୨|

ଅଦୂରେ ସୃଜନଗଣ କରି ମୁଖ ନିରୀକ୍ଷଣ
କରୁଛନ୍ତି କ୍ରନ୍ଦନ ବ୍ୟାକୁଳେ ସରିବେ ତଥା … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *