ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତିଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧| ମୋର ମୁକତି ପସରା ପ୍ରାଣପତି ଚିଉଚରାଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା … |୧| ମୋର ପରମ ରକ୍ଷକ ପଥ ସତ୍ୟତା ଚାଳକଧନ୍ୟ ଧନ୍ୟ ଯୀଶୁ ଦୁଃଖ ହାରକ … |୨| ମୋର ମଙ୍ଗଳ ଦାୟକ ମହିମାମୟ ତାରକଧନ୍ୟ ଧନ୍ୟ ଯୀଶୁ ପାପ ବାହକ … |୩| ମୋର ମସ୍ତକ ଭୂଷଣ ମୁକୁଟ ମଣି […]
Odia
ଆହେ ପ୍ରିୟବନ୍ଧୁପାରିକର ମୋତେ ଭବସିନ୍ଧୁ (ଘୋଷା) ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲମୋର ପାପେ ବଳି କୁଶେ ହେଲ ଝୁଲିତାରିବାକୁ ମୋତେ ପାପ ଫାନ୍ଦୁ .. |୧| ତବ ବିନା ତରୀ ନାହି ମୋର ତରିବାକୁ ପାପ ପାରାବାରତମେ ତ ସରେ ଏକମାତ୍ର ତରୀ ପତିତପାବନ ପାପୀ ବନ୍ଧୁ … |୨| ଖାଅ ନାହିଁ କେହି ଗତିପଥେ ବସିଛି ମୁଁ ଚାହିଁ ଭିକ୍ଷା ଘାଟେଆହେ ତ୍ରାଣତରୀ ଶୀଘ୍ର […]
ଆହା କି ସୁନ୍ଦର ମୁଖ ନିତ୍ୟ ନୂତନଯୀଶୁ ମୋର ଗଳାହାର ପ୍ରାଣରମୋ ଶାନ୍ତିଧାମ … (ଘୋଷା) ନୟନ ଅଞ୍ଜନ ହୃଦୟ ଚନ୍ଦନତାଙ୍କ ଲାଗି ଦିନା ରହିଛି ଜୀବନଯୀଶୁ ମୋର ପ୍ରାଣଧାର ପ୍ରାଣରମୋ ଶାରିଧାମ … |୧| ଦେଲେ ସେହି ପୁଣ ଲୁଚାଇ ଆନନଦିଶଇ ଚୌଦିଗ ଅନ୍ଧାର ସମାନଯୀଶୁ ମୋର ଚିତ୍ତସାର ପ୍ରାଣରମୋ ଶାନ୍ତିଧାମ … |୨| ସେହି ମୂଖ ସୋମରୂପେ ଅନୁପମଚାହିଁଲେ ହରଇ କୋଟି ପାପତମଯୀଶୁ ମୋର ପାପହର ପ୍ରାଣରମୋ […]
ପଥର ଉପରେ ମୋ ଘରନଇବଢ଼ି ଓ ବତାସ କରିବ ବା କିସ ମୋର … (ଘୋଷା) ପଥରକୁ ଖୁଣ୍ଟିନେଇ ମୂଳଦୁଆ ମୁଁ ବନାଇ ।କୁଶ ସାହାଯ୍ୟରେ ତହିଁ ତୋଳିଲି ମୁଁ ପକ୍କା ଘର … |୧| ବୁନିଆହୁଁ ଛାତି ଯାଏ କୁଶର ଝରଣା ପ୍ରାୟଲେପିଲି ଲୋହିତ ରଙ୍ଗ ଦିଶଇ କେଡ଼େ ସୁନ୍ଦର … |୨| ସୂଚୀମାଳାକୁ ଫେରନ୍ତୁ
(ସ୍ଵର-ତୁମେ ଅଧମ ପତିତ ନରେ)ମୋର ଜୀବନ ସଙ୍ଖାଳି ଯୀଶୁ ନିତି ଜାଗି ପ୍ରାଣ ପଥେତୁମେ ବାରେ ବାରେ ମନାକର ଗମିବାକୁ ଅଣ ପଥେ … (ଘୋଷା) ଏ ସଂସାର ଜାଲେ ଗଲେ ପଡ଼ିତୋଳି ନିଅ ହାତେ କ୍ଷଣେ ଜାଲ ଯାଏ ଛିଡ଼ି ।(ସେହି) ମହାନନ୍ଦେ ଭକ୍ତିଭରେ କରେ ସ୍ତୁତି ଅବିରତେ … |୧| ଯେବେ ସେ ଅକୂଳନ କାଳେପଡ଼ି ପେଷି ହୋଇ ଡ଼ାକେ ଜୀବନ ବିକଳେ(ନାଥ) ଫେଡ଼ିଥାଅ ଦୁଃଖ ତାର […]
କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମନାହିଁ ତା ସମାନ ନାମ ତ୍ରିଭୂବନେ ଅନୁପମ (ଘୋଷା) ବିଶ୍ବାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନକରେ ତା ଦୁଃଖ ନାଶନ କରେ ତା ଶୋକ ଖଣ୍ଡନ … |୧| ଭଗ୍ନାନ୍ତକରଣ ପ୍ରତି ଅଟେ ତାହା ସ୍ଵାସ୍ଥ୍ୟ ଶାନ୍ତିକ୍ଷୁଧୂତକୁ କରେ ତୃପ୍ତି ଶାନ୍ତ ପ୍ରତି ସେ ବିଶ୍ରାମ … |୨| ଯୀଶୁ ତ୍ରାଣ ନାମଧେୟ ଅଟେ ମୋ ପ୍ରତି କି […]
ମୋତେ ଖୋଜି ଖୋଜି ଯୀଶୁ ଅଇଲେମୋ ଛାର ପାଇଁକି ସରଗ ତିଆଗିଅଶେଷ ଯାତନା ସହିଲେ (ଘୋଷା) ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚଖୋଜି ଖୋଜି ଶେଷେ ପାଇଲେଆହାକି ଆଦିରେ ପରମାନନ୍ଦରେଧୂଳି ଝାଡ଼ି କୋଳେ ଧଇଲେ … |୧| ଜୀବନ ଦେବତା ଅତି ମଳିନତାଦେଖୁ ମନେ ବ୍ୟଥା ପାଇଲେନିଗାଡ଼ି ନିଜର ହୃଦୟ ରୁରନିଜ ଅନୁରୂପେ ଧୋଇଲେ … |୨| ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତାଆପଣେ ଶ୍ରୀଅଙ୍ଗେ ବହିଲେମରଣ ଦାରୁଣ ପଣରେ […]
ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାରଦୟା ଡ଼େଣା ମେଲି ଅଇଲେ ସେ ଉଡ଼ିତ୍ୟାଗ କରି ନିଜ ଅମର ପୁର … (ଘୋଷା) ଦୟା ଦଣ୍ଡ ହସ୍ତେ ଧରିଣବୁଲିଲେ ସେ ନଗର ଗ୍ରାମଦୁର୍ବଳ ପତିତ ରୋଗ୍ରସ୍ତ ପ୍ରତିନ କଲେ ନିରୁଦ୍ଧ ଦୟା ନିଝର … |୧ | ବାଟେ ଘାଟେ ଯେତେ ମିଳିଲେତାଙ୍କୁ ଚତୁର୍ଦ୍ଦିଗେ ଘେରିଲେଅନ୍ଧ, ଛୋଟା, ଘୁଙ୍ଗା, ପକ୍ଷାଘାତି, କୁଷ୍ଠୀ,ଭୁତଗ୍ରସ୍ତ ନାନା ରୋଗୀ ବଧୂର … […]
ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)(ଆହା) ମୋର ହୃଦ ଦୁଆରେ (ଘୋଷା) ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇକେତେ ହିତ କଥାକହି ଦୟା ଚିତ୍ତରେ … |୧| ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହିପାପ ତାପ ନେବେ ବୋଲି ନିଜ ହାତରେ … |୨| ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତକଢ଼ାଇ ନେବାକୁ ପଥ ମୃଦୁଭାବରେ … |୩| ସେ […]
ଜାଗରେ ଜଗତବାସି ଆସୁଛନ୍ତି ମେଘରଥେ,ତୁରୀ ବାଦ୍ୟ ଧ୍ବନୀ ଉଠୁଛି ସରଗର ଦୂତମୁଖେ … (ଘୋଷା) ସେତ ଆମର ପ୍ରଭୂ ସରଗରସରଗ ସମ୍ପଦ ପ୍ରେମ ପାରିବାର,ଦୂତଗଣ ସାଥିରେ ସାଧୁମାନଙ୍କ ସଙ୍ଗରେତୁରୀବାଦ୍ୟ ଧ୍ୱନୀ ଶୁଭୁଛି – ସରଗର ଦୂତମୁଖେ … |୧| ଜୀବନ ପୁସ୍ତକ ଧରି ଅବତରିଫିଟାଇ ଦେଖୁବେ ପାପ କେତେ ଆମରିସେ ସାୟା ଯେ ପାଇବେସେ ଶାନ୍ତି ସେ ଭୋଗିବେ,ତୁରୀବଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୨| ଶୁଣରେ […]