କୁହ କାଲବରୀ; ନୀରବ ନ ରହିକୁଶର କରୁଣ କଥାସତେ କି ତୋ’ ଦେହେ ଝୁଲିଥିଲେ ସେହି ନୂଆଁଇ ଆପଣା ମଥାକାଲବରୀ, କାଲବରୀ କୁହ କାଲବରୀ …. (ଘୋଷା) ଆକୁଳ କରେ ସିଏ ଉଚ୍ଚାରିଲେ ସେହି ବାଣୀଏଲୋହି ଏଲୋହି ଲାମା ସବଥାନି ପୂର୍ଣ୍ଣ କରି ଭାବବାଣୀ … |୧| ବେଦନାର ଏ ଗୁହାରି ଶୁଭିଲା କି ତୋ ଉପରେପିତା କ୍ଷମା କର, ପାପ ମନୁଷ୍ୟର ଅଜ୍ଞାନେ ଯାଆନ୍ତି କରି” … |୨| […]