ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ (ଘୋଷା) ମଙ୍ଗଳମୟ ପ୍ରଭୁ ତୁମେକରୁଣାମୟ ଯୀଶୁ ତୁମେପାଇଛୁ ଯାହା ଜୀବନେ ଆମସବୁ ତ ତୁମରି କରୁଣା ଦାନ || ୧ || ଜୀବନଦାତା, ପ୍ରଭୁ ତୁମେମୁକତିଦାତା, ଯୀଶୁ ତୁମେକୁଶେ ଚଢ଼ିଲ ଜୀବନ ଦେଲତୁମ ପ୍ରେମ ଅନୁପମ || ୨ || ଭୁଲିବୁନି କେବେ ପ୍ରଭୁ ତୁମରି ପ୍ରେମପାଇଛୁ ଯାହା ମଙ୍ଗଳ ଦାନଦେବାକୁ ପ୍ରଭୁ ଚରଣେ ତୁମନାହିଁ କିଛି ପ୍ରତିଦାନ ||୩|| ସୂଚୀମାଳାକୁ […]
Odia
ଧନ୍ୟବାଦ ଗଉରବକର ସଦାପ୍ରଭୁଙ୍କରଜୟ ଜୟ କାରେ ଉଚ୍ଚ କରତାଳେତାହାଙ୍କର ସ୍ତୁତି ବାଦ କର (ଘୋଷା) କ୍ଷମା କରିବାରେ କେତେ ଯେ କୋମଳତାହାଙ୍କର ଧନ୍ୟବାଦ କରଦଣ୍ଡ ଦେବା ପାଇଁ ସେ ତ ଭୟଙ୍କରତାହାଙ୍କର ଧନ୍ୟବାଦ କରଯାହାଙ୍କର ବାକ୍ୟ ତ୍ରାଣ କରିପାରେ ( ୨ ଥର)ତାହାଙ୍କର ଧନ୍ୟବାଦ କର || ୧ || ଅନନ୍ତ ପ୍ରେମ ସ୍ଵରୂପ ଯେ ହେଲେତାହାଙ୍କର ଧନ୍ୟବାଦ କରନିଜେ ବଳି ହୋଇ ଜୀବନ ଯାଚିଲେତାହାଙ୍କର ଧନ୍ୟବାଦ କରଦୟା ଦଣ୍ଡ […]
ଧନ୍ୟ ହେଲା ଏହି ଜୀବନ…. ହୋ….ଯୀଶୁ ନାମ ଗାଇ ଗାଇ କି….ମୋହ ମାୟା ଭରା ଏ ପଥେଯୀଶୁ ନାମ ସାଥେ ପାଇ କି (ଘୋଷା) ଆସିଲେ ଝଡ଼ କି ବତାସହେବି ନାହିଁ ମୁଁ ଯେ ନିରାଶଅଭେଦ ପ୍ରାଚୀର ସେ ନାମଭୟ ମୋର ଆଉ କାହିଁକି ||୧|| ଯେ ଦିନ ସରିବ ଏ ବାଟଯୀଶୁଙ୍କ ସାଥେ ହେବ ଭେଟଲଭିବି ଅମର ଜୀବନକେଡ଼େ ଭାଗ୍ୟ ସତେ ହେବ କି ?_|| ୨ || […]
ଦିଅ ଦୟାମୟ ଶିଶୁର ସରଳ ମନ…..କୋମଳ, ସୁନ୍ଦର, ନିର୍ମଳ ଏକ ମନ (ଘୋଷା) ଭରିଦିଅ ମନେ ସ୍ବର୍ଗୀୟ ତୁମ ପ୍ରେମନ ଥିବ ସେଥିରେସେ ପ୍ରେମ ସହିବ ନିନ୍ଦା, ଆଘାତସୁରି ତୁମ ମହା ପ୍ରେମ || ୧ || ଦିଅ ହେ ବିଶ୍ବାସଧୈର୍ଯ୍ୟ ଅପରିସୀମନବ ଆଶା ଭରିଜଗାଅ ସୁପ୍ତପ୍ରାଣଜୀବନ ସଂଗ୍ରାମେ ତୁମ ପାଇଁ ପ୍ରଭୁକରିବାକୁ ପ୍ରାଣ ପଣ ||୨ || ସୂଚୀମାଳାକୁ ଫେରନ୍ତୁ
ଦେଖ କିଏ କୃଶ ଉଠାଇ ଯାଉଛନ୍ତି ଗଲଗଥା ନେଇସବୁ ପାପୀର ବୋଝ ଉଠାଇ ଯାଉଛନ୍ତି ଗଗଥା ନେଇହୋ… ହୋ… ହୋ…ମୁଣ୍ଡରେ ମୁକୁଟ କଣ୍ଟାର, ମାଡ଼ ପଡ଼େ କୋରଡ଼ାରଆଘାତରେ ସେ ଭରପୂର ( ୨ ଥର)ସେ ଦୁଃଖ ଗୁରୁତର…ହୋ || ୧ || ମୋତେ ସେ ଦେବାକୁ ଜୀବନ ସହିଲେ ସେ ଦୁଃଖ କଷଣକୃଶ ଉପରେ ପ୍ରାଣ ଦେଇ (୨ ଥର)ସେ ଗଲେ ବଳି ହୋଇ… ହୋ || ୨ || […]
ଦୀପ ଜଳେ ପ୍ରଦୀପ ଜଳେମନ ଆକାଶ ତଳେ, ଯୀଶୁ ଯେବେ ବିରାଜିଲେମୋର ଅନ୍ତର ଗୁହାଳେ (ଘୋଷା) ଉଁଇଲା ଅଦେଖା ତାରା……. ଆହା ଅହାପ୍ରକାଶି ଆଲୋକ ଧାରା… ହାଲ୍ଡଲୁୟାଚାଲିଲେ ପଣ୍ଡିତଗଣ……. ଆହା ଆହାସାକ୍ଷାତେ ଯୀଶୁ ମହାନ……. ହାଲୁୟାସୁନା, କିନ୍ଦୁରୁ ଓ ଗନ୍ଧରସ ଲଭିବାକୁ ମହାଶିଷସମରପି ଦେଲେ ସେ ଯୁଗଳେଦେହ ଆମ୍ବା ହୃଦ ବଳେଆଶିଷ ମିଳେ ଆଶିଷ ମିଳେ, ଯୀଶୁଙ୍କ ପାଦ ତଳେଆସ ଯିବା ସେହି ମେଳେ, ପାଇବାକୁ ବିନାମୂଲ୍ୟ || ୧ […]
ଦୁନିଆ ସାରା ମୁଁ ତୁମକୁ ଖୋଜିଲିଆଖିର ଲୁହରେ ତୁମକୁ ପାଇଲିତୁମେ ହି ପରମ ଅନନ୍ତ ଅସୀମଏହି କଥା ଶେଷେ ଜାଣିଲି (ଘୋଷା) ଜୀବନରେ ଯାହା କିଛି ପାପ କରିଥିଲିତୁମରି ଆଗରେ ମୋର ହୃଦୟ ଖୋଲିଲିତୁମେ ହି ମହାନ ଘେନ ମନ ପ୍ରାଣତୁମରି ଆଶ୍ରୟ ମୁଁ ନେଲି ||୧|| ମୋ ଆଖିର ଯେତେ ଲୁହ ଝରି ଯାଉ ଆଜିଅନ୍ତରେ ମୁଁ ତୁମକୁ ଯେ ପାଇଅଛି ଖୋଜିନିରାଶର ଆଶା ତୁମେ ହିଁ ଭରସାତୁମେ […]
ଦୃଢ଼ ବିଶ୍ୱାସ ରହିଛି ମୋର ତୁମ୍ଭଠାରେସ୍ଥିର ଜଳ ପାଶେ ନିଅ ମୋତେ ପ୍ରଭୁରୁହ ତୁମେ ମୋ ସାଥିରେ (ଘୋଷା) ଜୀବନର ପାପ ବୋଝ ତୁମେ ବହି ନିଆଆଖୁ ଲୁହ ପୋଛି ଦେଇ ଓଠେ ହସ ଦିଅ ( ୨ ଥର)ଏପରି ପାଳକ ଏପରି ଚାଳକକିଏ ଅଛି ଜଗତରେ || ୧ || ରହିଛି ମୁଁ ରହିଥିବା ପ୍ରଭୁ ତୁମ ଠାରେଆସୁ ଯେତେ ପ୍ରଲୋଭନ ଝଡ଼ ଜୀବନରେ ( ୨ ଥର)ମୁଁ […]
ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟଧନ୍ୟ ଧନ୍ୟ ପ୍ରିୟ ନାମ ଧନ୍ୟ ଧନ୍ୟଯୀଶୁ ପଥ, ଯୀଶୁ ସତ୍ୟ, ଅନନ୍ତ ଜୀବନଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ପତିତପାବନ (ଘୋଷା) ମଧୁର ମନୋରମ, ସେ ଯୀଶୁନାମସରଗୁ ହୋଇଛି ସେ ନାମ ପ୍ରଦାନସେ ପ୍ରେମମୟ…. ସେ ଦୟାମୟ || ୧ || ଆକାଶ ତଳେ ଯେତେ ଅଛନ୍ତି ଜନଦିଆଯାଇନି କାହାକୁ ସେହି ନାମସେ ସ୍ନେହମୟ…. ସେ କୃପାମୟ ||୨ || ପାପୀ ତାପୀ […]
ଧନ୍ୟ ଯିହୋବାଙ୍କ ନାମରେ ( ୨ ଥର)ସେହି ଅନାଦି ସେହି ଅନନ୍ତସେହି ଅମର ସେହି ଅଟନ୍ତି ନିତ୍ୟ ଜୀବିତଖୋଲିଦେଇ ଗଲେ ମୁକତିର ପଥଯୀଶୁଙ୍କୁ ଦେଇ ବଳିଦାନରେ (ଘୋଷା) ଆମ ପାପଭାର କ୍ରଶେ ବହିନେଲେଜଗତର ପାଇଁ ପରିତ୍ରାଣ ଦେଲେଭରିଦେଇ ଶାନ୍ତି ଆମ ଜୀବନରେକର ତାଙ୍କ ଜୟ ଗାନରେ ||୧|| ଆସ ଯିବା ଆମେ ପାପୀ ତାପୀ ଯେତେଢ଼ାଳିଦେବା ଆମ କଳୁଷ ଶ୍ରୀପାଦେଧୋଇ ଦେଇ ନେବେ ଆବୋରି ପ୍ରେମରେହେବା ତାଙ୍କ ସନ୍ତାନରେ ||୨|| […]