ଭଙ୍ଗା ହୃଦୟେ କଳଙ୍କିତ ଏହିଶୁନ୍ୟ ଜୀବନ ମୋରତୁମ ଉପ ଯୋଗି ପାତ୍ର କରିପ୍ରଭୁକର ମୋତେ ବ୍ୟବହାର …(ଘୋଷା) ମାଟିଠାରୁ ହିନ ଏଇ ମୋ ଜୀବନଭରା ତହଁ କଳୁଷତାତୁମ ବାକ୍ୟ ଲାଗି ଓଠେ ମୋର ଖାଲିଭରିଅଛି ନିରବତାତୁମରି ଇଛାରେ ରୂପଦିଅ ତାରେଭରିଦିଅ ତୁମ ସୁର … |୧| ସାକ୍ଷୀ ତୁମ କର, ସାଥୀ ମୋର ହୁଅତୁମ ଚଲା ପଥେ ନିଅଧନ ସନମାନ ସବୁ ତୁମେ ନିଅଅଭିମାନ ପୋଛିଦିଅକୃଶର ପ୍ରହାରେ ଭାଙ୍ଗି ମାୟା […]
Odia
ତୁମରି ମଧୁର ନାମ ଗାଉଥିବି, ପ୍ରଭୁ ଗାଉଥିବିତୁମ ପାଦେ ଅବିରତ, ହେବି ପ୍ରଭୁ ଅବନତଯେତେ ଦିନ ପ୍ରଭୁ ବଞ୍ଚିଥିବି… (ଘୋଷା) ଶରଣ ନେଉଛି ପ୍ରଭୁ ତୁମ ଛାୟାତଳେତୁମେ ହିଁ ଆଶ୍ରୟ ମୋର ଦୁର୍ଦ୍ଦିନ କାଳେଅନନ୍ତ ଅସୀମ ପ୍ରଭୁ ତୁମ ଦୟା ମହା ପ୍ରେମଅଭୁଲା ସେ ପ୍ରେମ ନିତି ସୃରୁଥିବିଯେତେ ଦିନ ପ୍ରଭୁ ବଞ୍ଚିଥିବି … |୧| ସ୍ଥିର ଜଳ ପାଶେ ପାଶେ ତୁମେ ମୋତେ ନେବାଆତ୍ମାର କ୍ଷୁଧା ତୃଷା ତୁମେ […]
ତୁମରି ବୋଝ ଉଶ୍ବାସଯୁଆଳି ତୁମରି ସହଜଘେନିବି ସଦା ଜୀବନେଦିଅ ଶକତି ହେ ଯୀଶୁ ରାଜ …(ଘୋଷା) ବଞ୍ଚିବାର ପଥ ଦେଖାଅ ମୋତେ ମୁଁ ଜାଣେନା ବଞ୍ଚିନ ହେଉ ବୃଥା କେବେ ଜୀବନମୋ ହୃଦରେ ତୁମେ ବିରାଜନାହିଁ ମୋର ବଳ ବୁଝିବାରଜଗତ ସମସ୍ୟାମାନହୁଅଇ ପ୍ରାଣ ସଦା ଆକୁଳବୁଣ ଅନ୍ତରେ ସାନ୍ବନା ବାଣୀଆସ୍କାଦେ ତୁମକୁ ଜାଣିଲି ଯୀଶୁତୁମେ ଯେ କେଡ଼େ ମଧୁରପାରେନା ଭୁଲି ତୁମକୁଶୁଝିଛ ମୋର ପାପ କରଜ … |୨| ସୂଚୀମାଳାକୁ […]
ତୁମ ପରି ପ୍ରଭୁ ଥାଉ ଥାଉକାହିଁକି ଯିବି ମୁଁ ଅନ୍ୟ ପଥେ ଆଉକେଉଁ ପୂଜା ପାଇଁ ଆଉତୁମ କୁଶରେ ମୋ ଲୟ ରହୁ (ଇଛା ହେଉ…) ….(ଘୋଷା) ଘୋର ବିପଦରୁ ରୋଗ ସଂକଟରୁଉଦ୍ଧାରିଛି ପ୍ରଭୁ ମୋତେହଜା ମେଷ ପରି ହଜିଥିଲି ମୁହିଁଦେଖା ଦେଲ ପ୍ରଭୁ ସତେସେ ତୁମ ଗୃହରେ ତୁମ ଗୀତି ଗାଇପ୍ରାଣ ପଛେ ଚାଲିଯାଉ … |୧| ପାଗଳଙ୍କ ପରି ବୁଲିଲି ଜଗତେଦିନଟେ ନଥିଲା ସୁଖଦିନ ପରେ ଦିନ […]
ତୁମ ନାମ ସଦା ଗାଇବିତୁମ ନାମ ସଦା ଭଜିବିହେ….ଯୀଶୁ ପ୍ରୟ ଯୀଶୁ….( ୨ ଥର)ସେବିବି ଆମ୍ବାଙ୍କ ଦାନେ…..(ଘୋଷା) ନାହି ମୋର ବୁଦ୍ଧି ଜ୍ଞାନନାହିଁ ମୋର ଧର୍ମ କର୍ମଅଟେ ମୁହିଁ ଅକିନହୋଇଅଛି ଜୀଶୀପ୍ରାର୍ଥନା ମୋର କର ବଳବାନସେବିବି ତୁମ ଶ୍ରୀ ଚରଣେ….|୧| ହଜିଥିଲି ଦିନେ ପାପେପ୍ରେମେ ତୋଳି ନେଲ ମୋତେସେଥିପାଇଁ ଭଲ ଲାଗେସେବିବାକୁ ଆନନ୍ଦରେପ୍ରାର୍ଥନା ମୋର କର ଅଧିକାର….(୨ ଥର)ସେବିବି ତୁମ ଶ୍ରୀ ଚରଣେ…. |୨| ସୂଚୀମାଳାକୁ ଫେରନ୍ତୁ
ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟଗାନ… ( ୨ ଥର)ହାଲ୍ଲିୟା ଗାଏ ମୋ ପ୍ରାଣ… ( ୨ ଥର)ସଞ୍ଜ ସକାଳେ ମୋ ମନ ଜପୁଥାଏ ଯୀଶୁ ନାମପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନହାଲିଲୁୟା ଗାଏ ମୋ ପ୍ରାଣ …(ଘୋଷା) ପାପ ଦରିଆରେ ହଜିଥିଲା ମୋ ଜବୀନସଂସାରରେ ସବୁ ଧନ, ଜନ, ମାନ କରିବାକୁ ଉପାର୍ଜନସୁଖ, ଶାନ୍ତି ଖୋଜି ବୁଲୁଥିଲା ମୋର ମନପାପ ଦୁନିଆରେ ବୁଡ଼ି ଯାଇଥିଲା ମୋହର […]
ଝରୁଛି ଉଷାର ଆଲୋକଉଇଁଛି ଆଶାର ସ୍ବରୂପଧରଣୀର ପରେ ପାପର ଅନ୍ଧାରେଯୀଶୁଙ୍କ ପ୍ରେମର ପରଶେଗାଅ ଆଜି ହରଷେ …(ଘୋଷା) କ୍ଷୁଧିତ ଅବା ତୃଷିତ ଆସ ସର୍ବେ ଯୀଶୁ ପାଶଅମୃତ ନିଅଁର ବହେ ଝର ଝର ( ୨ ଥର)ପୋଛି ଦେବେ ସେ କଳୁଷ ଅନ୍ତର….ଭରି ଦେବେ ଆମ ଶୂନ୍ୟ ଜୀବନରହିଥିବେ ସାଥେ ସଦା ନିଶି ଦିନଜ୍ବଳାଇ ପ୍ରଦୀପ ଆମ ଏ ଜୀବନ( ୨ ଥର)କରିବେ ନିତ୍ୟ ନୂତନ….|୧| ଯୀଶୁ କେଡ଼େ ମନୋହର […]
ଜୀବନେ ଦେଖିଛୁ ଯାହା ମିଛ ସପନ ଆରେ ବାଇମନ … (ଘୋଷା) ଗଡ଼ିଗଲା ପାଣି ସେ ଯେ ଫେରିବାର ନାହିଁହଜିଗଲା ସୃତି ତୋର ପାଇବୁ ନାହିଁଆହା କି ସୁନ୍ଦର ତୋର ( ୨ ଥର)ଗଲା ଏ ଜୀବନ ଫେର ବାଇମନ … |୧| କାହିଁକି ଝରାଉ ଲୁହ ଆହାରେ ପାଗଳଅନ୍ତରେ ଯାଉଛି ଲିଭି ଦୀପେ ନାହିଁ ତୈଳଯୀଶୁଙ୍କ ଶୋଣିତ ଧାରେ ( ୨ ଥର)ଖୋଲିବ ନୟନ ଫେର ବାଇମନ … […]
ଜୀବନ ଆମର ଅଟେ ତବ ଆଶିଷ ଦାନଭକ୍ତି ଭରା ଅର୍ଘ୍ୟ ଘନ ହେ ଆମରହେ ପିତା ପରମ ତୁମେ ଚିରନ୍ତନ ( ୨ ଥର) …(ଘୋଷା) ହେ ଈଶ ନନ୍ଦନ ଚିର ଦୟାବାନକର ସୁଶୋଭିତ ଏହି ମିଳନନଭରୁ ଦିଶୁଛି ଆମରି ମିଳନଲକ୍ଷିତ ହେଉ ଯେ ଶୟତାନ ।ଭକ୍ତି ଭରା ଅର୍ଘ୍ୟ ଘେନ ହେ ଆମର … |୧| ହେ ପିତା ପରମ ଅନନ୍ତ ଅସୀମଏ ଭବ ସାଗରୁ କର ହେ […]
ଜାଗି ଉଠ-ଜାଗି ଉଠ ହେ ବୀର- ବୀର ଆଲୋକର ସନ୍ତାନଶୟତାନ ହେଉ ଆଜି ଲଜିତ ପରାଜିତ ଦେଖି ତୁମ ନୂଆ ଜୀବନ…(ଘୋଷା) ତୁମ ଘରେ, ବାହାରେ, ଏ ସହରେ, ଏ ଗ୍ରାମରେଏ ଜାତି, ଏ ସମାଜରେ ପୁଣି ଏହି ସାରା ଜଗତରେଚାହିଁ ବସିଛନ୍ତି, ଦେଖିବେ ସଭିଏ ଆମ ଜ୍ୟୋତିର ଚିହ୍ନ … |୧| ତୁମ ଗଲିଚଳନରେ, ତୁମ ବେଶ ଆଉ ଭୂଷାରେତୁମ କଥା କାମରେ, ତୁମ ଚିନ୍ତା ଆଉ ବିଚାରେଦେଖିବେ […]