କୋଟି କୋଟି ଫୁଲେ ବାଛିନେଲି “ଶାରୋଣ ଗୋଲାପ” ମୁଁକି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …(ଘୋଷା) ଫୁଟିଥିଲା ଦିନେ ଫୁଲ ବେଥିଲିହିମେ ଗୋଶାଳେଚହଟିଲା ତା’ ସୁବାସ ଗ୍ରାମେ ଗ୍ରାମେ ଦେଶେ ଦେଶେକି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …|୧| ସେ ଗୋଲାପ ଯିଏ ପାଏ… ଅନନ୍ତ ଜୀବନ ପାଏସଦା ପ୍ରାର୍ଥନାରେ ଥିଲେ ସେହି ଫୁଲଟିଏ ମିଳେ !କି-ବାସନା ! କି ମହକ […]
Odia
କେଡ଼େ ମଧୁର ନାମ ତାଙ୍କର ମୋହର ମୁଖକୁକେଡ଼େ ଅସୀମ ପ୍ରେମ ତାଙ୍କର ମୋହର ପ୍ରାଣକୁ … (ଘୋଷା) ତୁମେ ସତ୍ୟ ମାୟା ସଂସାରେ ପଥ ତୁମେ ପ୍ରଭୁ ଅନ୍ଧକାରେତୁମେ ହିଁ ଜୀବନ ଜ୍ୟୋତିରେ ପୂରଣ ତ୍ରାଣଧନ ଦୟାବାନ |୧| ଭକ୍ତି ପ୍ରୀତି ଦିଅ ଅନ୍ତରେ ପୂଜିବାକୁ ନାଥ ଶ୍ରୀପୟରେନିରାଶ ପରାଣେ ଦିଅ ଉଦ୍ଦୀପନା ଗାଇଯିବୁ ସ୍ତୁତିଗାନ |୨| ସୂଚୀମାଳାକୁ ଫେରନ୍ତୁ
କେତେ ଭଲ ମୋର ପ୍ରଭୁ ଯୀଶୁ ହେକେତେ ଭଲ ମୋର ପ୍ରଭୁ …(ଘୋଷା) ତୁମେ ମୋ ବିଶ୍ୱାସ ଭୂମି ଯୀଶୁ ହେତୁମେ ମୋ ବିଶ୍ୱାସ ଭୂମି | ୧ | ତୁମେ ମୋ ଜୀବନ୍ତ ଜଳି ଯୀଶୁ ହେତୁମେ ମୋ ଜୀବନ୍ତ ଜଳ | ୨ | ତୁମେ ମୋ ପ୍ରତିପାଳକ ଯୀଶୁ ହେତୁମେ ମୋ ପ୍ରତିପାଳକ |୩| ତୁମେ ମୋ ଆରୋଗ୍ୟକାରୀ ଯୀଶୁ ହେତୁମେ ମୋ ଆରୋଗ୍ୟକାରୀ I୪I […]
କେହି ନାହିଁ ମୋର ଜଗତେ ନିଜରଆଶ୍ରା ନେବି ମୁଁ କାହାରଏ ମାୟା ସଂସାର ସବୁ ହିଁ ଅସାରଦିନେ ହେବ ନାରଖାର … (ଘୋଷା) ଅସାର ଜଗତେ ଚାଲିବି କେମନ୍ତେବଳ ଶକ୍ତି ନାହିଁ ମୋରଦିନେ କାନ୍ଦୁଥାଏ ଦିନେ ଭାବୁଥାଏ ।ଯୀଶୁ ମୋତେ ଦୟାକର … |୧| ଭିକାରୀ ସମାନ ଅଟଇ ଜୀବନକାଟେ ଦୁଃଖେ ଦିନ ମୋରଭୋକିଲା ଜୀବନେ ଚାହେଁ ମୋର ପ୍ରାଣଦେବ କେ ମୁO ଆହାର …. |୨| ସଂସାର ଜଞ୍ଜାଳ […]
କେଉଁ ଦିନ ସରିଗରୁ ଆସିବେ ମୋ ରାଜାକରିବି ତାଙ୍କୁ ମୁଁ ଚରଣେ ପୂଜା …(ଘୋଷା) ଝୁରୁଛି ନିତି ଦିବସ ରାତି ଚାହିଁ ବସିଛି ଜାଳି ନୟନ ବତୀଦେଖିବାକୁ ଅନୁପମ… ମୁଖର ଶୋଭା … |୧| ଭକତି ଭରେ, ଲୋତକ ଝରେ ଧୋଇବି ପାଦ ମୁଁ ମମତା ଭରେମନ ଦେବି ବସାଇବି… ମୋ ହୃଦେ ସଦା … |୨| ପୀରତି ଫୁଲ ଗୁଛିଛି ମାଳ ପ୍ରେମ ସରାଗେ ଦେବି ଗଳେ ତାଙ୍କରପ୍ରିୟତମ […]
କୁହରେ …କୁହରେ …ହେ…କୁହ..କୁହରେ କାହାକୁ ଖୋଜୁଛ ତୁମ୍ଭେନାହାନ୍ତି ଆଉ ସେ ଏଠାରେସ୍ଵୟଂଜୀବୀ ସ୍ଵୟନ୍ତୁ ସେହି ମୃତ୍ୟୁର ବନ୍ଧନ ଛିଣ୍ଡାଇ…ହୋସେ ତ ଉଠିଛନ୍ତି କବର ଫିଟାଇଦେଖ କବର ପଡ଼ିଛି ଶୂନ୍ୟ ହୋଇଶୁଭେ ବାଣୀ ଦୂତ ମୁଖରେ …(ଘୋଷା) ଥର ଥର ହୋଇ କମ୍ପିଲା ଏ ମହୀସ୍ରଷ୍ଟାଙ୍କୁ ପାରିନି ରଖି କବର ଲୁଚାଇଛିଣ୍ଡିଲା ଜଞ୍ଜିର ଘୁଞ୍ଚିଲା ପଥରଉଠିଲେ ଜୀବନ ପାଇ ସେ ଯୀଶୁ ମୃତ୍ୟୁଞ୍ଜୟୀଚହଳ ପଡ଼ିଲା ଧରାରେ, ଜୟଧ୍ବନି ଉଠେ ସ୍ଵର୍ଗରେ… ହୋ…ସେ […]
କୁହ କାଲବରୀ; ନୀରବ ନ ରହିକୁଶର କରୁଣ କଥାସତେ କି ତୋ’ ଦେହେ ଝୁଲିଥିଲେ ସେହି ନୂଆଁଇ ଆପଣା ମଥାକାଲବରୀ, କାଲବରୀ କୁହ କାଲବରୀ …. (ଘୋଷା) ଆକୁଳ କରେ ସିଏ ଉଚ୍ଚାରିଲେ ସେହି ବାଣୀଏଲୋହି ଏଲୋହି ଲାମା ସବଥାନି ପୂର୍ଣ୍ଣ କରି ଭାବବାଣୀ … |୧| ବେଦନାର ଏ ଗୁହାରି ଶୁଭିଲା କି ତୋ ଉପରେପିତା କ୍ଷମା କର, ପାପ ମନୁଷ୍ୟର ଅଜ୍ଞାନେ ଯାଆନ୍ତି କରି” … |୨| […]
କିଏ ସେ ଜଗତକୁ ଆସିଥିଲା ପରିତ୍ରାଣର ପଥ ଖୋଲିଦେଲାପାଇଅଛୁ କିରେ ତାଙ୍କୁ ହୃଦୟରେଯୀଶୁ ନାମ ଜଗତେ ଚହଟି ଗଲାରେଜୟ ଜୟ ଗାନେ ଉଡ଼ାଇ ଧୂଜାଆସିବେ ଆମର ସରଗ ରାଜାତାଙ୍କ ପାଇଁ ହୃଦୟ ସଜା …(ଘୋଷା) ଆମକୁ ନେବାପାଇଁ ସରଗରୁଯୀଶୁ ରାଜା ଆସି ଗଲେଣି (ଭାଇ) ଆସି ଗଲେଣିଆକାଶୁ ତୁରୀଶବ୍ଦ ମହାନନ୍ଦେଆମ ପାଇଁ ଶୁଭି ଯିବଣି (ଭାଇ) ଶୁଭି ଯିବଣିଜଗତ ଯିବ ଜୁଳି ଅନ୍ଧାର ଯିବ ଚାଲି ଆସିଯିବ ଏକ ନୂଆଁ […]
କି ଦିନ କି ରାତି ଯୀଶୁ ଆମର ସାଥି ( ୨ ଥର)ତାଙ୍କ ସାଥିରେ ମହା ଆନନ୍ଦଜୀବନ ଯାଉ ବିତି … (ଘୋଷା) ତାଙ୍କ ଆଶିଷ ଧାରା ସଦା ପ୍ରେମରେ ଭରାଅନ୍ଧ ପାଏ ପୁଣି ଆଖି ଖଞ୍ଜି ଚାଲଇ ସଳଖିମୃତ ପାଏ ତା ଜୀବନ ଫେରିଅପାର ତାଙ୍କ ଶକ୍ତି । … |୧| ତାଙ୍କ ଚରଣ ତଳେ ଶରଣ ନେଲେ ଥରେଅଧରେ ଫୁଟେ ହସ ଦୁଃଖର ହୁଏ ଶେଷସେହି ଯେ […]
କି ଉତ୍କଳ ସେ ଆଲୁଅ ! ପ୍ରାଣ ଖୋଲି ଦେଖାଏ(ଦେଖ) ସୂର୍ଯ୍ୟ ପାରୁ ନାହିଁ, ସେ ଆଲୁଅରେ ହାରିଯାଏ ….(ଘୋଷା) ସେ ଆଲୁଅ ମୋ ହୃଦୟେ ଭଲ ମନ୍ଦ ବୋଧ ଦିଏ(ତେଣୁ) ସଦା ଜାଗିଥାଏ କରି ନିର୍ଭର ଯୀଶୁ ପରେ … |୧| ଏତେ ଜ୍ଞାନ ପାଇଲେ ହିଁ ବୁଝାଇବା ଭାଷା ନାହିଁ(ତେଣୁ) ଯୀଶୁ ଗାନ ନିଜେ ଗାଇ ଧରିଛି ସେ ତାନରେ … |୨| ଭକ୍ତଗଣ ସାବଧାନ, ମିଳି […]