ଦୁର୍ଗମ ପଥର ଯାତ୍ରୀ ଚାଲିରେ ଆଗେଇ ଚାଲରେଯୀଶୁଙ୍କୁ ଲକ୍ଷ ରଖି ଚାଲରେ ଆଗେଇ ଚାଲରେ (ଘୋଷା) ଆସିବ ଦୁଃଖ ନିନ୍ଦା ତାଡ଼ନା କେତେ ଏହି ଜୀବନରେଧରି ଧୌର୍ଯ୍ୟ ସାହାସ ବିଶ୍ବାସ ଚାଲରେ ଆଗେଇ ଚାଲରୋ ୧| ଜୀବନର ଏହି ଦୁର୍ଗମ ପଥେ ଯୀଶୁ ଏକା ଚିର ସାଥନିଜ କୁଶବହି ଯୀଶୁ ନାମ ଗାଇ ଗଲରେ ଆଗେଇ ଚାଲିରେ … |୨| ଚରଣ ପ୍ରଦୀପ ବାକ୍ୟ ଘେନରେ, ଏହି ଘନ ଅନ୍ଧକାରେ,ଜାଗ୍ରତ […]
Odia
ତୁମ ପରି ପ୍ରଭୂ ଥାଉ ଥାଉକାହିଁକି ଯିବି ମୁଁ ଅନ୍ୟ ପଥେ ଆଉକେଉଁ ପୂଜା ପାଇଁ ଆଉତୁମ କୁଶରେ ମୋ ଲୟ ରହୁ (ଇଛା ହେଉ….)(ଘୋଷା) ଘୋର ବିପଦରୁ ରୋଗ ସଂକଟରୁ,ଉଦ୍ଧାରିଛି ପ୍ରଭୂ ମୋତେହଜା ମେଷ ପରି ହଜିଥିଲୁ ଆମେଦେଖା ଦେଲ ପ୍ରଭୁ ସତେସେତୁମ ଗୃହରେ ତୁମଗୀତ ଗାଇପ୍ରାଣ ପଛେ ଚାଲିଯାଉ … |୧| ପାଗଳଙ୍କ ପରି ବୁଲିଲି ଜଗତେଦିନଟା ନଥ୍ୟଲା ସୁଖଦିନପରେ ଦିନ ଯେତେ ବହିଗଲାସେତେ ବଢ଼ିଲା ମୋ […]
ସମୟ ଏହି ନ କର ଡ଼େରିଆଉ ବିଳମ୍ବ ନାହିଁ ଏହି ଆମ ଶେଷକାଳରେଆସୁଛି ମାଡ଼ି ବିପଦ ଘେରିପ୍ରସ୍ତୁତ ହୁଅ ଖ୍ରୀଷ୍ଟରେଏହି ଆମ ଶେଷ କାଳରେ … |୦| ଜଗତରେ କିଆଁ ଅଭିମାନ କରୁମୁକତି କିଛି ତ ନାହିଁ (୨ ଥର)ରଖିବି ଧନ କୋଠା ବାଡ଼ିରେସପନ ତୋରି ବୃଥା ହୋଇବସଫଳ ହେବ ନାହିଁରେ …|୧| ଜୀବନ କରତା ଯୀଶୁଙ୍କର ସେବାଦିନେ ତ କରିଲୁ ନାହିଁପାଗଳ ପରି ଘୁରି ବୁଲୁଥିଲୁଧନ ସଞ୍ଚବାର ପାଇଁ […]
ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମିବୁଝନ୍ତି ମନର ବେଦନାଅଶାନ୍ତି ହୃଦୟ ତାଙ୍କ ବିନାକିଏ ଦେଇପାରେ ଶାନ୍ତି ସାନ୍ତନା … |୦| ଲୋତକର ଭାଷା ବୁଝି ସେ ପାରନ୍ତି।ଲୋତକର ଧାରା ସେ ପୋଛି ଦିଅନ୍ତିକ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତିଦିଅନ୍ତି ଅନ୍ତରରେ ସାନ୍ବନା |୧| ମନର ଭାବନା ସେ ଜାଣି ପାରନ୍ତି।କଳପନା ଯେତେ ସେ ବୁଝିପାରନ୍ତିକିଛି ହିଁ ନୁହେଁ ତାଙ୍କ ଅଗୋଚରମଣିଷ ତା ବୁଝି ପାରେନାତଥାପି ସେ ଫେରି ଆସେନା |୧| ସୂଚୀମାଳାକୁ […]
ଦଶ ସହସ୍ର ମଧ୍ୟରେ ମୋ ଯୀଶୁଙ୍କ ନାମକୋଟି କୋଟି ନାମ ପରେ ମୋ ଯୀଶୁଙ୍କ ନାମଆକାଶ ତଳେ ମନୁଷ୍ୟ ମଧେନାହିଁ ସେହି ନାମ….(ଘୋଷା) ଭରସା ରଖିଛି ସେହି ନାମେ ମୋରକଳୁଷ ହେବ ମାର୍ଜନାନାହିଁ ଆଉ କାହିଁ ମୋର ପରିତ୍ରାଣସେହି ଯୀଶୁ ନାମ ବିନା…ବାନ୍ଧି ରଖିଥୁବି ମୋ ହୃଦ ଗଣ୍ଡିରେ ( ୨ ଥର)ସେହି ପ୍ରିୟ ନାମ |୧| କ୍ଲାନ୍ତ ଯେବେ ମୁଁ ଜୀବନ ଯାତ୍ରାରେମନେ ଭାଳେ ସେହିନାମାମଳିନତା ମୋର ଲିଭିଯାଉ […]
ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)ଯୀଶୁ ତୁମ ପ୍ରେମ ଅସୀମଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମବିତି ଯାଉ ଏହି ଜୀବନ … |୦| ଅପବ୍ୟୟ ପୁତ୍ର ପରି ବୁଲୁଥିଲିହୋଇ ବାଟ ବଣା ଦିନେ ମେଷ ମୁଁ ତୁମରିପାଦରେ ପାଦୁକା ହାତେ ମୁଦି ନେଇଁନୂଆ ଏକ ଗୀତ ମୋର ଓଠେ ଦେଇ ଭରିଗାଇ ରାତି ଦିନ ତୁମ ସୁତି ଗାନ (୨ଥର)ବିତିଯାଉ ଏହି ଜୀବନକରୁଥିବି ଜୟ ଜୟ […]
(ସ୍ଵର-ବରସ ଆଶିଷ ବାରି) ବିତର କରୁଣା ବାରି(ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା) ଆସିଛି ଦୁଆରେ କେତେ ଆଶାକରି,(ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ – କମଣ୍ଡକୁ ଧରି |୧| ମାଗେ ନାହିଁ ଧନ ଭିକାରୀର ପରି(ଆହା) ବୁଲେ ସିନା ଭବ-ଦାଣ୍ଡେ ପ୍ରେମ ଭିକ୍ଷା କରି |୨| ଦଦରା ପରାଣେ ଦୁଖ ଅଛି ପୁରି(ତୁହି) ଖୋଜି ଭବେ ନ ପାଇବୁ ଜଣେ ମୋର ସରି |୩| ଚିନ୍ତା […]
ପାପ ସବୁ ମୋର ଆଖୀର ପତାରେ ଲୁହହୋଇଯାଏ ବହିଅନୁତାପନଇଁ ଯାଏ ଝରି ଝରି କୃଶିୟ ପ୍ରେମ କୁ ସ୍ମରିଆଶା ଭରସାର ……… ଦୋଛକି ବାଟରେ (୨ଥର)ରହିଛି ଯୀଶୁ ହେ ମୁହିଁ….. ପ୍ରତୀକ୍ଷାରେ ଅଛି ଚାହିଁ … |୧| ଅବଢ଼ା ବାଟରେ ଚାଲୁଥିଲି ଯେବେ ସତକୁ କବର ଦେଇଶୁନ୍ୟ ହାତେ ମୋର ପାପର ଅନ୍ଧାରେ ଲୁହ ମରିଚିକା ପିଇ (୨ଥର)ଲୁହର ତୋଳିରେ ଅଙ୍କାହୋଇଛି ମୋ ପାପଭରା ଟିକି ନଇଁସୀମାହିନ ମୋର……….ପାପ ସବୁ […]
ମିଳିବ କେଉଁଠି ଅମୃତ ଜଳପାଇବି କେଉଁଠି ଆଶ୍ରୟ ସ୍ଥଳକ୍ଲାନ୍ତ ମୋର ତନୁ ମନଭାରଗ୍ରସ୍ତ ଜୀବନ (ଘୋଷା) କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳକାହିଁ ଗଲେ ସିଏକ୍ରୁଶ କାଠେ ଝୁଲି ପାପି ପାଇଁ ଯିଏ ଢାଳିଥିଲେ ପ୍ରାଣକାହିଁ ଗଲେ ସିଏସେହି ଯୀଶୁ ମୋର ଦୃଢ ଆଶ୍ରୟପଥିକ ମୁହିଁ ଯେ ସିଏ ଜଳାଶୟ (୧) ଛୁଇଁ ଦେଲେ ଯିଏ ପଲକେ ବଦଳେ ପାପିର ଜୀବନମୁହିଁ ତାଙ୍କୁ ଖୋଜେହୃଦୟକୁ ମୋର ଚରଣେ […]
କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ ଦିନ କରୁଥିବୁ…..ନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁ =୦= ଜଗତର ପଛେ କେତେ ହେବୁ ଧାବମାନଭୋଗ ବିଳାସରେ କେତେ କାଟୁଥିବୁ ଦିନଅନ୍ୟାୟ ଭାବରେ କେତେ ଅରଜିବୁ ଧନମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…ରଙ୍ଗ ରସ ସବୁ […]