ତୁମେ କି ବେଦନା ଭାରେ କ୍ରାନ୍ତତୁମେ କି ଦୁଃଖୀ ପରିଶ୍ରାନ୍ତଆସ ଯିବା ମିଳି, କୁଶ ପଥେ ଚାଲିଲଭିବା ନୂତନ ଜୀବନଜୀବନ ହେବ ଧନ୍ୟ …(ଘୋଷା) ସେ କୁଶେ ଝରୁଛି, ଉଷ୍ଣ ରକତ ଧାର ହେବ କ୍ଷମା ପାପ ତୁମରବକ୍ଷେ ତା’ ଭରିଛି, ଉତ୍ସ ପ୍ରେମର ଅଟେ ସେ ଯେ ବନ୍ଧୁ ପାପୀରଯୀଶୁ ଆମ ତ୍ରାଣ, ଲଭି ପରିତ୍ରାଣଘେନିବା ନୂତନ ଜୀବନଜୀବନ ହେବ ଧନ୍ୟ …|୧| ଘରେ ଏ ଦୁର୍ଦ୍ଦିନ ଧରଣୀ […]