ହାଲିଲୁୟା ହାଲିଲୁୟା ଗାଇବା ଆସ ଆନନ୍ଦରେସଦାପ୍ରଭୁ ପରମେଶ୍ୱର ସେବିବା ସତ୍ୟ ଆତ୍ମାରେ (ଘୋଷା) ଯିହୋବା-ଯିରି, ତାହାଙ୍କ ନାମ,ଯୋଗାନ୍ତି ସକଳ ପ୍ରୟୋଜନଯିହୋବା-ନିଶି, ପାପ ବିନାଶି, ଜୟଦାତା ଜୀବନ ସମରେ || ୧ || ଶାନ୍ତିଦାତା ଶାଲେମ ରାଜନ ତାଙ୍କ ରାଜ୍ୟ ଅଟେ ଚିରନ୍ତନତାଙ୍କ ପରଜା ଆମେ ସରବେ, ଭୋଗିବୁ ସୁଖ ସରଗରେ || ୨ || ନିକଟବର୍ତ୍ତୀ ଯିହୋବା-ଶାମା, କେ ପାରେ ବଣ୍ଟି ତାଙ୍କ ମହିମାଯିହୋବା-ରାଫା ଆରୋଗ୍ୟକାରୀ, ଚିରସାଥୀ ଦୁଃଖ ସୁଖରେ […]