ଦିନ ମୋର ଯାଉଛି କେଡ଼େ ବହନେ ! ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା । ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ । ଆସୁଛି ଏକ ସମୟ ଶୋଇବି ମୁଁ କବରେ, ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨ । ଆସୁଛି ଏକ ସମୟ […]
Uncategorized
ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ, ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ, ଆଲୋକ ତହିଁ ପ୍ରକାଶ । ଘୋଷା । କୁହ କୁହ ହେ ଯାଇ ଦୀନ ପାପୀର ପାଇଁ କଣ୍ଟାବିଦ୍ଧ ହସ୍ତ ପଦ, ବରିଲେ ଦୀନ ବେଶ । ୧ । ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ କୁହ ପାପୀ ତାପୀ ନିରାଶ ନ ହୁଅ କେବେ, ତ୍ୟାଗ ମନ୍ତ୍ରଟି ବରି, କ୍ରୁଶ […]
ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର (ଆଜି) ଭିକାରି ବେଶରେ ତୁମରି ଦୁଆରେ ଉଭା ଯେ ହୋଇଛି ମୁହିଁ, ଧରି ଭିକ୍ଷା ଝୋଲି ଭିକ୍ଷା ଦିଅ ବୋଲି ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ ନିରାଶ କରି କି ଦେବ ଫେରାଇ ? । ୧ । ତୁମ୍ଭ ଲାଗି ମୁହିଁ କେତେ ଦୁଃଖ ସହି ହେଲି ଦୀନହୀନ ଭାଇ, କି ଭିକ୍ଷା ରଖିଛ […]
(ସ୍ୱର : ପ୍ରାର୍ଥନାରେ ହୁଅ ପ୍ରବୃତ୍ତ) ଆହେ ସ୍ୱର୍ଗବାସୀ ରାଜନ, ତବ ଶ୍ରୀ ଉଦ୍ଦେଶେ କରି ଏହି ମନ୍ଦିର ଗଠନ । ଘୋଷା । କର ହେ ଦର୍ଶନ ତୁମ୍ଭ ପ୍ରଶଂସା ଭଜନା ସେବା କାରଣ କରି ଏ ଗୃହ ନିର୍ମାଣ, କରି ଆଶୀର୍ବାଦ ଦାନ ଏଠାରେ ତୁମ୍ଭ ମହିମା କର ପ୍ରଭୁ ପ୍ରକାଶନ । ୧ । ହେଉ ଏହି ସ୍ଥାନ ଅସଂଖ୍ୟ ଲୋକର ନୂତନ ଜନ୍ମସ୍ଥାନ, […]
(ସ୍ୱର : ପ୍ରଭୁ ଯୀଶୁ ଦୟାସାଗର) ଆସ ପ୍ରଭୁ ମେଜ ନିକଟେ ବିଶ୍ୱାସ ସୁଭକ୍ତି ପ୍ରେମ ସହିତେ, ପ୍ରଭୁଙ୍କ ମରଣ ଭୋଜନ ନିୟମ କରିବା ପାଳନ ଏକାନ୍ତ ଚିତ୍ତେ । ଘୋଷା । ଯେଉଁ ରାତ୍ରରେ ଯୀଶୁଖ୍ରୀଷ୍ଟ ହୋଇଲେ ପରହସ୍ତଗତ, ନିସ୍ତାର ଭୋଜ ସେହି କଲେ ପାଳନ ବସିଣ ଦ୍ୱାଦଶ ଶିଷ୍ୟ ସଙ୍ଗତେ । ୧ । ଯୀଶୁ ରୋଟୀ ହସ୍ତରେ ଧରି ଈଶ୍ୱରଙ୍କର ସ୍ତବ କରି, ଭାଙ୍ଗଣି […]
ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ । ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ, ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ । ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ, ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ । ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ, କରିବି ମୁହିଁ ସ୍ମରଣ, […]
ଆହେ ଯୀଶୁ, ତବ ଆଜ୍ଞା ପ୍ରମାଣେ କୋମଳ ଓ ନମ୍ର ଅନ୍ତଃକରଣେ ପାଳିବି ହୃଷ୍ଟମନେ ଏ ନିୟମ, ଯୀଶୁ ତବ ମହା ପ୍ରେମ ବିଧାନ, କରିବି ସ୍ମରଣ ତୁମ୍ଭ ଅପୂର୍ବ ପ୍ରେମ କ୍ଳେଶମାନ । ୧ । ତବ ଶରୀର ଭଗ୍ନ ମୋ କାରଣ, ଏ ଭଗ୍ନ ରୋଟୀ ତାର ନିଦର୍ଶନ, ତବ ବହୁମୂଲ୍ୟ ରୁଧିରଧାର ଦ୍ରାକ୍ଷାରସ ପାତ୍ରେ ଦର୍ଶନ ତାର, କରିବି ସ୍ମରଣ ମୋ ପ୍ରତି ତୁମ୍ଭର ଅଗମ୍ୟ […]
ବରଷାଅ ଆସି ପୁଣ୍ୟ ସୁଧାରାଶି ଦେଇ ପ୍ରଭୋ ଶୁଭ ବର ହେ, ତୁମରି ସନ୍ତତି ଏ ନବ ଦମ୍ପତ୍ତି ପ୍ରତି ଆଜି କୃପା କର ହେ । ଘୋଷା । ଆନନ୍ଦେ ଆନନ୍ଦେ ଗଢ଼ି ମାନବ ମିଳନ ବନ୍ଧନେ ରଖିଛ ଭବ, ସେ ପ୍ରେମ-ନିୟମେ ବାନ୍ଧିଛ ଯତନେ ଯର୍ଦ୍ଦନରେ ଆପେ ସେହି ହୋଇ ଡୁବିତ ରବି ଗ୍ରହାଦି ନିକର ହେ, ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ । ୧ […]
ପ୍ରେମ, ସୁନ୍ଦର, ପ୍ରେମ ପାରାବାର, ଆସ ପ୍ରେମରୂପେ ବେନି ପ୍ରାଣେ; ଅବତରି ବେନି ପ୍ରାଣ-ମନ୍ଦିରେ ଛନ୍ଦି ଦିଅ ପ୍ରେମ ବନ୍ଧନେ । ଘୋଷା । ଯୁଗଳ ପ୍ରାଣେ ନବୀନ ତାନେ ପ୍ରେମ ବିଧାନେ ଯେତେ ମାଧୁରୀ ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ । ୧ । ପ୍ରେମ-ନନ୍ଦନେ ପ୍ରେମ ବନ୍ଧନେ ହସ-କ୍ରନ୍ଦନେ ରଖ ଚରଣେ, ଏକଇ ସ୍ରୋତେ ଐକ୍ୟ-ବ୍ରତେ ଚଳାଅ ଅମୀୟ ବରଦାନେ । ୨ […]
କର ବର କନ୍ୟାଙ୍କ ପ୍ରତି କଲ୍ୟାଣ ପ୍ରଭୁ ହୋଇ ଏ ସଭାରେ ବିଦ୍ୟମାନ । ଘୋଷା । ଯେତେ ଦିନ ସଂସାରରେ ରଖ ଆପଣ ପ୍ରେ-ରଜ୍ଜୁ ଦ୍ୱାରା ବାନ୍ଧ ଦୁହିଁଙ୍କ ପ୍ରାଣ, ଅନ୍ନ ବସନ ଦାନ କର ଯାବଜ୍ଜୀବନ, ସର୍ବ କର୍ମେ ସହାୟ ହୁଅ ହେ ଦୟାମୟ, କ୍ଷେତ କି ଧନଜନ କର ହେ ସୁକଲ୍ୟାଣ, କରାଅ ତବ ଭକ୍ତି ସାଧନ । ୧ । […]