( ସ୍ୱର : ସୁଧାର ଭାରତ ଘୁମାବେ କତ ) ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ, ଆମରି ଅନ୍ଧାର ଘରେ ସବୁ ପାପ ନିଶା ଅପସରି ଯାଉ, ତୁମ ଆଲୋକର ଜ୍ୟୋତିଃରେ । ଘୋଷା । କୋଣେ କୋଣେ ଯେତେ ଅନ୍ଧାର ଅଛି, ତୁମରି ସ୍ପର୍ଶେ ଦିଅ ଗୋ ନାଶି, ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ । ୧ । ଦୂରେଇ ଯାଉ ହେ […]
Uncategorized
( ସ୍ୱର : ଆଉ କିଛି ପ୍ରଭୋ ଚାହେଁ ନା ଜୀବନେ ) ଆମ ପରିବାରେ ତୁମେ ରୁହ ପ୍ରଭୋ ! ଶୁଭାଶିଷେ ଭରି ତାହାକୁ, ଯାହା ପାଇଁ ଲୋଡ଼ା, ଯେଉଁ ଦାନ ପ୍ରଭୁ, ଦେଉଥାଅ ନିତି ତାହାକୁ । ଘୋଷା । ଧ ନ ପାଇ ଯେବେ, ଆମ ପରିବାର ଭୁଲିଯାଏ ପ୍ରଭୁ ତୁମକୁ, ସେଭଳି ଧନରେ ଲୋଡ଼ା ନାହିଁ ପ୍ରଭୋ, ଖ୍ରୀଷ୍ଟ ଧନେ ଭର ତାହାକୁ ଆମ […]
(ସ୍ୱର : ମୋତେ ଖୋଜି ଖୋଜି ଯୀଶୁ) (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ, ସାନ ଗ୍ରାମଟିରେ ଶ୍ରୀଯୀଶୁ ଜନମ ଲଭିଲେ । ଧ୍ରୁବ । ପୂତ ପରିବାରେ ଶିଶୁର ରୂପରେ ଦିନୁ ଦିନୁ ସେତ ବଢ଼ିଲେ, ପିତା, ମାତା, ଭ୍ରାତା, ଭଗିନୀ ମମତା ସବୁ ଅନୁଭୂତି ଲଭିଲେ । ୧ । ଅଳସ ଜୀବନ ନ କରି କ୍ଷେପଣ ପିତା ସଙ୍ଗେ କାମେ ଲାଗିଲେ, ଦୁଃଖର ସଂସାରେ […]
( ସ୍ୱର : ଆସ ଶିଶୁ ସଖା ଯୀଶୁ ) ଆସ ଯୀଶୁ ରୁହ ତୁମେ ନିତି ଆମ ସାଥୀରେ ଆମେ ତୁମ ସାନ ଶିଶୁ ଡାକୁଅଛୁ ଅଧୀରେ । ଧ୍ରୁବ । ଆମ ପ୍ରିୟ ପିତାମାତା ପୁଣି ଯେତେ ଭଗ୍ନୀ ଭ୍ରାତା ସମସ୍ତଙ୍କୁ ଆଉଜାଇ ରଖ ତୁମ କୋଳରେ । ୧ । ଦେଖାଇ ସୁନ୍ଦର ଗୁଣ ତୁମ ପରି ହେବୁ ପୁଣ ଜୀବନ ବାସନା ଆମ ବିକଶୁ […]
(ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ) (ଆଜି) ଖ୍ରୀଷ୍ଟୀୟ ଗୃହରେ, ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ । ବିଗତ ଦିନର ଶତ ମଳିନତା ପାପ ପ୍ରତି ଆଶା, ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ ତୁମରି ଜୀବନେ ଯୀଶୁ ନାଥ । ୧ । ସାନ ମେଷପଲ ଆମ ପରିବାର, ହେ ମେଷପାଳକ, ରଖ କରି […]
(ସ୍ୱର : ଦୁଆରେ ଉଭା ନ ହୋଇ) ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ, ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ । ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି, କାଢ଼ି ଦିଅ ବନ୍ଧୁ ମୋର, ତୁମ ଶକ୍ତି ବଳରେ । ୧ । ଯଦି ଅସାର ଏ ଧରା କରିଥାଏ ପଥହରା, ଅବାଟ ବୋଟୋଇ ଆମେ ନିଅ […]
( ସ୍ୱର : ଆସ ପ୍ରଭୁ ଆସ ଆଜି ) ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ । ଆମର ଘରର ପାପ ତମ ନାଶ ତୁମ ଆଲୋକରେ ହେ, ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି ଆମ ହୃଦେ ଭରି ଦିଅ ହେ । ୧ । ନବୀନ ପ୍ରେରଣା […]
( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ) ଆହେ ପ୍ରେମମୟ ଈଶ୍ୱର ତନୟ, ଆମ ପରିବାରେ ଆସ ହେ, ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ । ତୁମ ଲାଗି ପ୍ରଭୁ ଆମରି ଏ ଘରେ ଧ ର୍ମବତୀ ଉଠୁ ଜ୍ୱଳି ହେ, ନିତି ଆରାଧନା ସେବା ଉପାସନା- ଧୂପେ ଏହି ଗୃହ ପୁରୁ ହେ […]
ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ, ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ; ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ । ବିମଳ ଶୋଣିତ କରି ଦାନ ନାଥ ବଞ୍ଚାଇଛ ଏ ମାନବେ, ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା । ସୁଖର ସଦନ ତ୍ୟଜିଲ ହେ ହେଳେ ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ, ଆସିଲ ମର୍ତ୍ତ୍ୟେ ମର୍ତ୍ତ୍ୟ ଦେହ ଧରି […]
ଜୟ ଜୟ ଗାନେ ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ ପାପୀର ପରମ ସଖା ଅନୁପମ ତ୍ରିଭୁବନ ତଳେ କେହି ତ ନାହିଁ (ପ୍ରେମମୟ ଯୀଶୁ ସମ) । ଘୋଷା । ଜନମ ଉତ୍ସବେ ସଗର ବାହିନୀ ଆସିଲେ ଶାନ୍ତିର କାରଣ ନେଇ ଈଶ୍ୱର ମହିମା ମାନବେ ମଙ୍ଗଳ ପୃଥିବୀରେ ଶାନ୍ତି ଗାଇଲେ ଭାଇ (ଯୀଶୁ ସୁଧାମୟ ନାମେ) । ୧ । ପୂଜାର ଅନ୍ତରେ […]