ଜାଗି ଉଠ ମଙ୍ଗଳ ଗୀତ ଗାଇ ସ୍ତୁତି କରି ପ୍ରଭୁଙ୍କ ମହିମା ପାଇଁପ୍ରୀତିର ସୁରଭି ଢାଳି ଜାଳି ଅନ୍ଧାରେ ଆଲୋକ ଜାଳି ଜାଳିଅନୁସରି ଯାଅ ମୁକତିର ମଶାଲ ଧରି କେହି ନାହିଁ ତାଙ୍କ ପରିନେବେ ଶୋକ ପାପ ହରି….(ଘୋଷା) ନୂତନ ଜୀବନ କୋମଳ ପରାଣେ ଆନନ୍ଦରେ ଉଠୁ ମାତିତାଙ୍କରି ପ୍ରେମର ମଧୁର ଗୀତିରେ ଲଭି ନୂଆ ଅନୁଭୂତିପ୍ରୀତି ଭରା ଅନୁରାଗ ଯୀଶୁ ନାମ ଗାଇ ନିତିଜାଗି ଉଠ ମଙ୍ଗଳ…. |୧| […]
Odia
ଜାଗରେ…ଜା…ଗ..ରେ.. ହେ… ଜାଗ…ଜାଗରେ ଜନତା ଆଜି ଜାଗରେ ଜାଗ ମନ ପ୍ରାଣ ଆତ୍ମାରେଦୂତ ସାଧୁ କିରୁବ ସଙ୍ଗେ ତୁରୀ ବାଦ୍ୟ ଧ୍ୱନି ତରଙ୍ଗେ…ହୋଦେଖ ଦେଖ ଯୀଶୁ ରାଜା ଆସୁଛନ୍ତି,ମେଘରଥେ ବରବେଶ ସାଜିଛନ୍ତି ଚାଲ ଭେଟିଯିବା ସରବେ … (ଘୋଷା) ନିଜ ପରାକ୍ରମେ, ମହା ଗୌରବରେକରିବେ ବିଚାର ସେ ଯେ ମ ଆକାଶରେକେଡ଼େ ଶବଦରେ କେଡ଼େ ଭୟଙ୍କରେଚମକିବ ଧରା ଧାମ ସେହି ମହାଦିନରେ…( ୨ ଥର)ମସ୍ତକେ ମୁକୁଟ ପିନ୍ଧିଣ କରିହସ୍ତେ ଖଡ୍ଗ […]
ଜୟ ପ୍ରଭୁ ଯୀଶୁ, ଜୟ ପ୍ରଭୁ ଯୀଶୁ,ଜୟ ଜୟ ସତ୍ୟାସନାତନ ହୋଜଗତ ତାରଣ କରଣ କାରଣଆସିଲେ ଏ ମ ଭୁବନ ହେ …(ଘୋଷା) ଅଭୁତ ମହିମା ଜଗତେ ପ୍ରକାଶିଲେ, କେ ପାରେ କରି ତା ବର୍ଣ୍ଣନା ହେ ?ସହସ୍ର ରସନା କରିଲେ ହେ ଘୋଷଣା, ଶେଷ ନୋହିବ ବର୍ଣ୍ଣନା ହେ .. |୧| ଭକ୍ତର ପ୍ରାଣ, ଭକ୍ତର ଜ୍ଞାନ, ଭକ୍ତର ଅମୂଲ୍ୟ ଧନ ହେ,ପତିତପାବନ ଭକ୍ତର ଭୂଷଣ, ଧନ୍ୟ ଈଶ୍ବର […]
ଚେନା ଚେନା ମେଘ ରଥାଆସିବେ ମୋ ରାଜନକି ଦେଇ ତୋଷିବି ତାଙ୍କ ଅନୁପମ ବଦନ… (ଘୋଷା) ଗାଇଯିବେ ନାଚିଯିବେ କିରୁବ ଦୂତଗଣ ହେକି ଶୋଭନୀୟ ଦିଶିବ ଆଦର ସୀମାହୀନ ହେଫାଟିଯିବ କବରୁ ଉଠିବେ ବିଶ୍ବାସୀଗଣ ….|୧| ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଶ୍ରୀପାଦ ତଳେ ଲୋଟିବେ ହେଜୀବଜନ୍ତୁ ପଶୁପକ୍ଷୀ ତାଙ୍କ ନାମେ ଗାଇବେ ହେତୁରୀ ଧ୍ବନୀ କମ୍ପିବ ଏ ଧରାପୃଷ୍ଣ ସେ ଦିନ … |୨| ଆସ ସର୍ବେ ହେବା ଠୁଳ, […]
ଚିରଦିନ ପ୍ରିୟ ଯୀଶୁ ମୁଁ କେବଳ ତୁମରିପଛେ ପଛେ ଗୁଲୁଥିବି ଜଗତକୁ ପାଶୋରି … (ଘୋଷା) ଯଦି ପାଶେ ଆସେ ମୋର ବିପଦ ସଙ୍କଟ ଭୟଯୀଶୁ ତବ ମହା ନାମେ ଲଭିବି ମୁଁ ଜୟ … |୧| ଯଦି ବିଜନେ ଏକାକୀ ରଖ ମୋତେ ଯୀଶୁ ହେତୁମରି ମଧୁର ରବେ ଲଭିବି ଆନନ୍ଦ ହେ … |୨| ଶୋକ, ଦୁଃଖ, କ୍ରେଶ, ତାପେ ନାହିଁ ଭୟ ପରାଣେତବ ପ୍ରେମେ ମଜି […]
ଚନ୍ଦ୍ର, ସୂର୍ଯ୍ୟ, ତାରା ଥିଲେ କି ଲାଭ ହେବ ?ଜଗତରେ ଯେବେ ତାଙ୍କ ଜ୍ୟୋତି ନୋହିବାମଣିଷ ଯେପରି ସାରା ଜଗତ ଜିଣେଧନ, ଜନ, ମାନ ପାଇଁ ଆତ୍ମା ହରାଏଜଗତରେ ବଞ୍ଚି ତାର କି ଲାଭ ହେବ ? …(ଘୋଷା) ସମୟ ଅଛିରେ ଏବେ ବାଟକୁ ଫେରଯୀଶୁ ତୋତେ ଡାକୁଛନ୍ତି ଦେଇ ରୁଧିରଫେରି ଅନା ଶୁଣି ସେହି କରୁଣା ସ୍ଵରସେ ଅଧରୁ ଝରୁଅଛି ଜୀବନ ଝର ! … |୧| କୁପଥ୍ୟ […]
ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ,ଯେଡ଼େ ପାପୀ ହିଁ ଡୁବିଲେ ତା କଳଙ୍କ ନାଶେ … |୧| ମୋର ବିଶ୍ବାସ କୃଶରେ, କଲେ ରକ୍ତଦାନମୋ ପରା ପାତକୀ ଯେହ୍ନ ଲଭେ ପରିତ୍ରାଣ …(ଘୋଷା) ସେ ସ୍ରୋତ ଦେଖି ଦମ୍ଭୀର ଶାନ୍ତି ହେଲା ମନେହେଲେ ହେଁ ମୁଁ ଅଭାଜନ ବଞ୍ଚିବି ତେସନେ … |୨| ସେ ମେଷ ରକ୍ତର ଶକ୍ତି ସରୁନାହିଁ କିଛିଯିବା ଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି … […]
ଗାଅ ହାଲିଲୁୟା ଗାଅ ହୋଶାନ୍ନାପ୍ରଭୁଙ୍କର ନାମେ ସ୍ତୁତି ବନ୍ଦନାଧନ୍ୟବାଦ ତାଙ୍କୁ ଦେବାକୁ ଭୁଲି ଯାଅନା ହୋ..ହା.. (ଘୋଷା) ଉଛୁଳି ଉଠୁଛି ଉତ୍ତମ ବିଷୟେ ଆମରି ଏହି ହୃଦୟତବ ବରଦାନ ଆମ ଏ ଜୀବନେ ( ୨ ଥର)ଦେଉଅଛୁ ଭକ୍ତି ଲୟ ହେ ପ୍ରେମମୟସଦାପ୍ରଭୁ ପ୍ରେମମୟ…ହା..ହା… |୧| ମନୋନୀତ କରିଛ ମାତାଙ୍କ ଗର୍ଭରୁ ତୁମରି ଯୋଜନା ପ୍ରେମେତୁମେ ହିଁ ଆମର ମହାନ ଆଶ୍ରୟ ( ୨ ଥର)ତୁମେ ନିକଟ ସହାୟ ହେ […]
ଖ୍ରୀଷ୍ଟିୟାନ୍ ଜୀବନ ସୁନା ପରି ଜୀବନହୀରାପରି ଜଳୁଥିବାସେ ପ୍ରଭୁ ଯୀଶୁ ଜୀବନ ଦେଲେଆନନ୍ଦ ଦେଲେକେଡ଼େ ମହାନ ସେ ଅଟନ୍ତି …(ଘୋଷା) ଖ୍ରୀଷ୍ଟଙ୍କ ମଣ୍ଡଳୀ ଦୀପପରି ଜଳିବାଧରା ବୁକେ ଆଲୋକ ଦେବାସେହି ଆଲୋକ ସାରା ଜଗତେ ଚମକି ଯିବାସେ ଆଲୋକ ଜ୍ବଳୁଥିବ … |୧| ପବିତ୍ରଆତ୍ମା ଜ୍ଞାନ କଥା କହନ୍ତିସତ୍ୟ ପଥେ ସେ ନିଅନ୍ତିସଦାସର୍ବଦା ସଙ୍ଗରେ ରହି ଚେତନା ଦେଇଯୀଶୁଙ୍କ ପାଶେ ନିଅନ୍ତି … |୨| ସୂଚୀମାଳାକୁ ଫେରନ୍ତୁ
କୁଶ ପରେ ଦେଖ କିଏରୁଧିରରେ ଅଙ୍ଗମଖାକଣ୍ଟାମୁକୁଟ ଶିରେ “ଯିହୁଦୀରାଜ” ଆଖ୍ୟା ଲେଖା …(ଘୋଷା) ଅଗତିର ଯିଏ ଗତି ତାଙ୍କୁ ହେଲା ଏ ଦୁର୍ଗତିକାଷ୍ଠ ସଂହାସନେ ସ୍ଥିତି ଏହାକି ନେତ୍ରେ ଯାଏ ଦେଖା …|୧| ଶିରେ ନାହିଁ ଉପାଧାନ କୁଶୋପରେ ଲମ୍ବମାନଯାତନାରେ କାତର ପ୍ରାଣ ହସ୍ତ ପଦେ କଣ୍ଟାବିନ୍ଧା …. |୨| ଅଦୂରେ ସୃଜନଗଣ କରି ମୁଖ ନିରୀକ୍ଷଣକରୁଛନ୍ତି କ୍ରନ୍ଦନ ବ୍ୟାକୁଳେ ସରିବେ ତଥା … |୩| ସୂଚୀମାଳାକୁ ଫେରନ୍ତୁ