ଦାଉଦ ସୁତ ହୋଶାନ୍ନା ରାଜାଧିରାଜ ହୋଶାନ୍ନାପୁନରୁଥାନ ହୋଶାନ୍ନା…(ଘୋଷା) ଆଦି ଓ ଅନ୍ତ ହୋଶାନ୍ନା ଜୀବନ ପଥ ହୋଶାନ୍ନାମୃତ୍ୟୁଞ୍ଜୟୀ ହୋଶାନ୍ନା ପରମପିତା ହୋଶାନ୍ନା….|୧| ମୁକତି ଦାତା ହୋଶାନ୍ନା ଶକତିଦାତା ହୋଶାନ୍ନାମୃତ୍ୟୁଞ୍ଜୟୀ ହୋଣାନ୍ନା ପରମପିତା ହୋଶାନ୍ନା…. |୨| ସୂଚୀମାଳାକୁ ଫେରନ୍ତୁ
Odia
ଦୟାର ସାଗର ପ୍ରଭୁ ହେ ଯୀଶୁ ସୁନ୍ଦରତୁମରି ପ୍ରେମ କରୁଣା ଅନନ୍ତ ଅପାର….ହେ ଦୟାସାଗରପବିତ୍ର ଶୋଣିତେ ଧୋଇ ପତିତ ନର କଲ ଉଦ୍ଧାର …(ଘୋଷା) ଡିମ୍ବିରି ଗଛରୁ ପ୍ରଭୁ ଜଖ୍ୟାକୁ ଡାକିଲ ତୁମେ.. ଜଖ୍ୟକୁ ଡାକିଲଦୂରୁ ତା’ର ଭାବ ଜାଣି ନିକଟକୁ ଗଲ, ତୁମେ.. ନିକଟକୁ ଗଲନିରାଶ ତା ପରିବାରେ ଆଶା ସଞ୍ଚାରିଲ ହେ ଦୟାସାଗର …|୧| ତୁମ ବିନା ମୁହିଁ ପ୍ରଭୁ ପଥହରା ନର ମୁଁ ଯେ ପଥହରା […]
ଦୟାର ସାଗର ପ୍ରଭୁ ମୋ ଯୀଶୁଧନକାଲବରୀ କ୍ରିଶୋପରେ ଦେଲ ଜୀବନ …(ଘୋଷା) ପୃଷୋପରେ ଦେଖି ତାଙ୍କ କୋରଡ଼ାର ମାଡ଼ଝରିପଡ଼େ ସର୍ବାଙ୍ଗରୁ ରକତର ଧାରକାଣେ ଭାରି କୁଶ ବୋହି କି ଯାତନା ସହି… |୧| ଆସିଥିଲେ ଦିନେ ସିଏ ପାପୀ ମୁକ୍ତି ପାଇଁପାପ ଧୋଇ କଲେ ମୁକ୍ତି ନିଜ ରକ୍ତ ଦେଇଯୀଶୁଖ୍ରୀଷ୍ଟ ନାମ ନେଇ ପଥ ସତ୍ୟ ହୋଇ….|୨| କରୁଅଛି ନିବେଦନ ହେ ତ୍ରାଣ ରାଜନଦୟା କରି ଦିଅ ତୁମ୍ଭ ସ୍ଵର୍ଗ […]
ଦୟାବହି ଯଦି ଧୋଇବ ନାହିଁ ମୋ ଜୀବନଛୁଇଁବି କିପରିପବିତ୍ର ତୁମରି ଚରଣ ? ….(ଘୋଷା) ବ୍ୟାକୁଳ ହୃଦୟ କାନ୍ଦେ ମୋ ପାପଲାଗିଅତୀତର ଶତ କଳୁଷତା ଅନୁଭବପ୍ରେମ ବହି ଯଦି ଧୋଇବ ନାହିଁ ମୋ ପରାଣହୋଇବି କିପରି ମୁଁ ପ୍ରିୟ ତୁମରି ସନ୍ତାନ ? …|୧| ଆଜିର ଶପଥ ତୁମ ଗଉରବ ପାଇଁଆଜିର ଲୁହରେ ପ୍ରତାରଣା ଆଉ ନାହିଁ ।କ୍ଷମା ଦେଇ ଯଦି ଶୁଣିବ ନାହିଁ ମୋ କ୍ରନ୍ଦନଆଗାମୀ ଯାତ୍ରା ହେବ […]
ତେରୀ ଆରାଧନା କରୁ…ତେରୀ ଆରାଧନା କରୁ….ପାପ କ୍ଷମା କର ଜୀବନ୍ ଦେ ଦେ ଦୟା କି ଅର୍ଚ୍ଚନା କରୁ ….(ଘୋଷା) ତୁହି ମହାନ୍ ସର୍ବଶକ୍ତିମାନ୍ତୁହି ହି ମେରା ଜୀବନ୍ କା ସଙ୍ଗାତ୍ହୃଦୟ କେ ତାର, ଛେଡ଼େ ଝକାର୍ତେରୀ ଆରାଧନା ହେ ମଧୁର ଗୀତ୍ଜୀବନ୍ ସେ ମେରେ ତୁ ମହିମା ପାୟଏକ୍ ହି କାମନା କରୁ…..|୧| ସୃଷ୍ଟି କେ ହର-ଏକ କୋ କୋ ମେଛାୟା ହେ ତେରୀ ମହିମା କା ରାଜ୍ପଛି […]
ତେଜାଅ ଯୀଶୁ ହେ ଦୁକୁ ଦୁକୁ ପ୍ରଦୀପଜାଳ ଢାଳ ଦୟାକରି ସୁର-ତଇଳସୁର ତଇଳ ଆହେ ମହାଶଇଳ …(ଘୋଷା) ବାଆ ବତାସ ସଙ୍ଗେ ଖଣ୍ଡ ପ୍ରଳୟଦୀପାବଳୀ ନାଶିବାକୁ ଘରେ ଆଳୟ ଘେରେ ତବ ଆଳୟ …|୧| ରାଜାଙ୍କ ଆଗମନ ସୂଚନା କାଳଦେଖି ସେ ଦୁଃସାହସେ ସିଞ୍ଚଇ ଜଳ ଢାଳ ଢାଳ ଦୟାକରି ସୁରତଇଳ …|୨| ସୂଚୀମାଳାକୁ ଫେରନ୍ତୁ
ତୁମେ ମୋ ଆଶ୍ରୟ ମୋର ଦୃଢ଼ ଦୁର୍ଗଦୁର୍ଦ୍ଦଶା କାଳରେ ମୋ ସହାୟ …|୧| ପ୍ରଣମୁଛି ମୁଁ ତୁମ ପୟରେ ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେତୁମ ସେବା କରିବି ମୋର ସବୁ କିଛିରେମୁଁ ଏଠାରେ… ପ୍ରଭୁ… ମୁଁ ଏଠାରେ ପ୍ରଭୁ… (୩ଥର) …(ଘୋଷା) ମୋ ତ୍ରାଣ କରତା, ମୋ ଆରୋଗ୍ୟ ଦାତାମୋ ଶକ୍ତିଦାୟକ ମୋର ପ୍ରଭୁ …|୨| ସୂଚୀମାଳାକୁ ଫେରନ୍ତୁ
ତୁମେ ସୁଦୂର ନଭେ ପ୍ରଭୋ ରହିଅଛ ଚାହିଁରହିଥାଅ ସଦା ମୋର ସାଥେତୁମେ ନିତି କି ନିତି ଶିଖାଇବ ସୁଗତିଚାଲିବି ଯେହ୍ନ ତବ ପଥେ …(ଘୋଷା) ତବ କୁଶୀୟ ରେଖା ହେଉ ଅନ୍ତରେ ଅଙ୍କା….ଗାଇବି ପ୍ରେମ ନିରତେଧରି ଜୟ ପତାକା ବାହି ନେବେ ନଉକା (୨ ଥର)ଭାସିଯିବି ସ୍ଵରଗ ସ୍ରୋତେ….|୧| ଗାଇବି ଜୟ ଗାନ କର୍ମେ ରହି ମଗନକରିବି ପ୍ରାଣ ପଣ କର୍ମୀ ରହି ମଗନଶୁଣାଇବି ଏ ମତେଜାଗ ଉତ୍କଳବାସୀ କରମେ […]
ତୁମେ କି ବେଦନା ଭାରେ କ୍ରାନ୍ତତୁମେ କି ଦୁଃଖୀ ପରିଶ୍ରାନ୍ତଆସ ଯିବା ମିଳି, କୁଶ ପଥେ ଚାଲିଲଭିବା ନୂତନ ଜୀବନଜୀବନ ହେବ ଧନ୍ୟ …(ଘୋଷା) ସେ କୁଶେ ଝରୁଛି, ଉଷ୍ଣ ରକତ ଧାର ହେବ କ୍ଷମା ପାପ ତୁମରବକ୍ଷେ ତା’ ଭରିଛି, ଉତ୍ସ ପ୍ରେମର ଅଟେ ସେ ଯେ ବନ୍ଧୁ ପାପୀରଯୀଶୁ ଆମ ତ୍ରାଣ, ଲଭି ପରିତ୍ରାଣଘେନିବା ନୂତନ ଜୀବନଜୀବନ ହେବ ଧନ୍ୟ …|୧| ଘରେ ଏ ଦୁର୍ଦ୍ଦିନ ଧରଣୀ […]
ତୁମେ ଆରାଧ୍ୟ ପରମେଶ୍ବରତୁମେ ଆଧାର ସର୍ବ ସୃଷ୍ଟିର …(ଘୋଷା) ମୋର ସବୁ ଗତି ତୁମେ ଦେଖୁଛି ପରିଚୟ ମୋ ମନର ନେଇଛିହୃଦୟର ଚିନ୍ତା ସବୁ ଜାଣିଛିଅନ୍ତର୍ଯ୍ୟାମୀ ପ୍ରଭୁ ମୋ ଜୀବନର …|୧| ଅଙ୍ଗପ୍ରତ୍ୟଙ୍ଗ ପ୍ରେମରେ ଗଢ଼ିଛି ମାତା ଉଦରେ ଯତ୍ନରେ ଝଜିଛିତୁମ ଅପୂର୍ବ ପ୍ରେମ ପ୍ରକାଶିତତୁମ ସକଳ କାର୍ଯ୍ୟ ଚମକାର …|୨| କେଉଁଠାକୁ ଯିବି ତୁମ ଆତ୍ମାଠାରୁ କେଉଁଠାକୁ ଯିବି ତୁମ ସାକ୍ଷାତରୁତୁମ ଗୌରବ ହୁଏ ବିରାଜିତପରାକ୍ରମି ପ୍ରଭୁ ଏ […]