(ସ୍ୱର : ଆସ ପ୍ରଭୋ ଆସ) ଘେନ ଘେନ ଆଜି ମୋର ଏହି ଉପାସନା ହେ… ଟାକି ବସିଅଛି ନୀରସ ପରାଣେ ଦିଅ ପ୍ରେମ କଣା ହେ । ୦ । ସଜଳ ନୟନେ ସରଳ ପରାଣେ କରଇ ବନ୍ଦନା ହେ ଦରଶନ ଲାଗି ଦ୍ୱାରେ ଅଛି ଜଗି ପୁରାଅ କାମନା ହେ । ୧ । ଦେଖାଅ ବଦନ ଦୟାର ସଦନ ନାଶି ମୋ ବେଦନା […]
Uncategorized
( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ ) ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ । ୦ । ଯେବେ ନିଜ ଇଚ୍ଛା ବଶେ ଉଡ଼ି ବୁଲି ଚିନ୍ତାକାଶେ ଯାଏ ହୁଡ଼ି ପଥ ତୋଳି ଧର ନ ଠେଲି ସନ୍ତାପେ । ୧ । ପୂର୍ଣ୍ଣ କରି ନିଜ ବାଞ୍ଛା ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା […]
ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ । ପ୍ରତିଜ୍ଞାତ ମଶୀହ, ଈଶ ମନୁଷ୍ୟ ସେ ଯେ, ଯୀଶୁ ନାମ ନେଲେ, ମର୍ତ୍ତ୍ୟେ ଅବତରିଲେ, କ୍ରୁଶେ ପ୍ରାଣ ସେ ଦେଲେ, ମୃତ୍ୟୁ ବଳ ଭାଙ୍ଗିଲେ, ଶୟତାନ ବଳ ଗର୍ବ ଖର୍ବ କରିଲେ, ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ । ଦମ୍ଭେ ଉଠିଲେ, ମାୟା ବିଜୟୀ ବୀର ପୁନରୁତ୍ଥିତ ହୋଇଲେ […]
ମରଣ ବିଜୟୀ ମରଣ ବିଜୟୀ ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ । ଘୋଷା । ଯୀଶୁ ରାଜା ଆମର ସର୍ବ ବଳେ ବଳୀୟାର ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ଼ ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ ମରଣ ବିଜୟୀ । ୧ । ଉଡ଼େ ଜୟ ପତାକା ବାଜି ଉଠେ ମଧୁ ଗୀତିକା ପୁଲକିତ […]
ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା । ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି ପାପୀର ସ୍ୱପନ ଗଲାଣିତ ଭାଜି ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି ଉଠିଲେଣି ନବ ଜୀବନେ । ୧ । କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ ଉଠିଲେଣି ସେହି […]
ଯୀଶୁ ରାଜନ ହେ ମୋର ତ୍ରାଣ ପସରା ପାପୀବନ୍ଧୁ ପାପହରା । ଘୋଷା । ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ ପାପୀ ପାପ ବହି କ୍ରୁଶେ ହୋଇଲେ ଧରା । ୧ । କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି କି କଲବଲରେ ପ୍ରାଣ ନେଲଟି ପରା । ୨ । ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ ଏହା ଦେଖି ବେନି […]
ପାପୀ ମନରେ ଥରେ କ୍ରୁଶକୁ ଚାହାଁ ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା । ଯିହୁଦୀଏ କରିଣ କୂଟ ପିନ୍ଧାଇଲେ କଣ୍ଟା ମୁକୁଟ ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ । ତୋର ପାପ ସନ୍ତାନ ଯେତେ କ୍ଷୟ ଯିବ ଚାହିଁବା ମାତ୍ରେ କ୍ଷମ ଭୟ ଦୂର ହୋଇବ ନିକର ପରମ ପଥକୁ ହୋଇବ […]
ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ । କ୍ରୁଶରେ ଦେଖି ରକତ ସ୍ରୋତ ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ ଅନୁତପ୍ତ ପ୍ରାଣେ ହେ । ୧ । ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ ଅମର କୁମର ହୋଇ ମୃତ୍ୟୁ ବରିଲ ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ ପାରଦେଶେ ନାଥ ମୋତେ […]
ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ । ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ । ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ ଡାକି ଫେରେ ନିତି […]
ଆକାଶେ ଉଠି ନାହିଁ ସେଦିନ ତାରାଟି ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ । ଘୋଷା । ଗାଇନି ସରଗ ବାହିନୀ ଜନମି ନାହିଁରେ ବେଥଲିହିମରେ ଅମରାବତୀର ଶିଶୁଟି ପରାଚୀ ପଣ୍ଡିତ ନରେଶ ହେରୋଦ ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ ଯେସନେ ଅତୀତ କାହାଣୀ । ୧ । ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ […]