ପବିତ୍ର ଈଶ୍ବର ସଦାପ୍ରଭୁ ମୋର ( ୨ ଥର)ତୁମେ ପଥ, ତୁମେ ସତ୍ୟ, ତୁମେ ଜୀବନର ନିର୍ଟରତୁମେ ଆଦି, ତୁମେ ଅନ୍ତ, ତୁମେ ଦୟାର ସାଗର ( ୨ ଥର)ପୂଜା ସ୍ତୁତି ଆରାଧନା ସଦା ତୁମ୍ଭର ପବିତ୍ର ଈଶ୍ବର ସଦାପ୍ରଭୁ ମୋର (ଘୋଷା) ମଙ୍ଗଳ ଦାନ ତୁମର, ଭରି ଦେଇଛି ପ୍ରଚୁରଭୂଲିବନି ଜୀବନେ ମୋର ଆହେ ଆରାଧ୍ୟ ଈଶ୍ଵର ( ୨ ଥର)ନାନା ରୋଗ ସଙ୍କଟରେ କରିଲ ମୋତେ ଉଦ୍ଧାରକ୍ଷମା […]
Odia
ପାଶୋରି ଦେଇଛୁ ଯୀଶୁଙ୍କ ପ୍ରେମ ହେଜି ମନେ ଆଜି କରି ସ୍ମରଣସେହି ପ୍ରେମେ ପାଇଥିଲୁ ଯେ ପ୍ରାଣକରିବା ମନକୁ ପରିବର୍ଭନ (ଘୋଷା) ଆମ ପାପ ଲାଗି କୁଶେ ପ୍ରାଣ ଦେଇ ଧାର ଧାର ରକ୍ତ ଛାତିରୁ ବୁହାଇଏ ପର୍ଯ୍ୟନ୍ତ ତାଙ୍କ ପ୍ରେମେ ବଞ୍ଚିଣ ( ୨ ଥର)ହରାଇ ବସିଛୁ ଯୀଶୁଙ୍କୁ ଜାଣ ||୧|| କହୁଥିବା ଯଦି ଭାଷା ଭାବବାଣୀ ସମସ୍ତ ନିଗୁଢ ତତ୍ତ୍ୱ ଜ୍ଞାନ ପୁଣିକିନ୍ତୁ ଅନ୍ତରରେ ପ୍ରେମ ନଥିଲେ […]
ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ (ଘୋଷା) ପ୍ରଭୁ ପରେ ବିଶ୍ବାସ ରକ୍ଷା କରେ ପାପୀଙ୍କୁପୁରୁଣା ବିଷୟ ଚାଲିଯାଏହୁଏ ସବୁ ନୂତନ (୪ଥର) || ୧ || ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମସୂର୍ଗୀୟ ଧନେ ସେ ଧନବାନଆନନ୍ଦିତ ସେ ଜନ (୪ ଥର) || ୨ || ମୁକ୍ତି ପ୍ରାପ୍ତ ଜୀବନ ପବିତ୍ରତା ପଥରେକରଇ ସର୍ବଦା ଗମନକରେ ଉତ୍ତମ କର୍ମ (୪ […]
ପର୍ବତଗଣ ପ୍ରତି ମୁଁ ଚାହିଁବିକେଉଁଠାରୁ ଆସିବ ମୋ ସାହାଯ୍ୟଆକାଶ ଓ ପୃଥିବୀର ନିର୍ମାଣକାରୀସେଇ ସଦାପ୍ରଭୁ ମୋର ସାହାଯ୍ୟକାରୀତାଙ୍କଠୁ ଲଭିବି ସାହାଯ୍ୟ (ଘୋଷା) ବିଚଳିତ ହେବ ନାହିଁ ଚରଣ ତୋରଘୁମାଇବେ ନାହିଁ ପ୍ରଭୁ ରକ୍ଷକ ତୋରସେ ଘୁମାଇବେ ନାହିଁ, ସେ ନିଦ୍ରା ଯିବେ ନାହିଁସଦାପ୍ରଭୁ ଇସ୍ରାୟେଲ ରକ୍ଷକ ତାଙ୍କଠୁ ଲଭିବି ସାହାଯ୍ୟ ||୧|| ଦକ୍ଷିଣ ପାର୍ଶ୍ଵର ଛାୟା ପ୍ରଭୁ ଯେ ତୋରସୂର୍ଯ୍ୟ ଚନ୍ଦ୍ର କରିବେନି କ୍ଷତି ତୋହରସେ ବିପଦୁ ରଖିବେ ସେ […]
ନୀରବେ କେତେ କାନ୍ଦିବି ଯୀଶୁ ହେକିଏ ଶୁଣିବ ମୋ କାନ୍ଦଣାକିଏ ସେ ମୋ ଦୁଃଖ ଦେଖିବ ପ୍ରଭୁ ହେକିଏ ଫେଡ଼ିବ ମୋ ଯାତନା (ଘୋଷା) ପଡ଼ିଛି ପରା ମୁଁ ଚରଣ ତଳେବିକଳେ ପରାଣ କାନ୍ଦ ଆକୁଳେଦିଅ ଦେଖା ହୃଦୟ ସଖା, ନିବାରି ମରମ ବେଦନା || ୧ || ସେ ରୂପ ମାଧୁରୀ ଦେଖିବା ଦିନୁନିରବଧୂ ନୀର ଝରେ ନୟନୁ ।ଅରୂପ ରୂପ ପ୍ରଣୟ-ଦୀପ ଦେଖା ଦେଇ ଲୁଚିଯାଅନା || […]
ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମସେହି ମୋର ପରିତ୍ରାଣ ୨ ଥର)ମୁକତି ଧାମ (ଘୋଷା) ସେ ନାମରେ ମିଳେ ଶାନ୍ତି ସେ ନାମେ ମିଳଇ ମୁକ୍ତିସେହି ମୋର ଯୀଶୁ ପ୍ରିୟତମ ସେ ନାମେ ଯାଏ ଦୁଃଖଯେ ନାମେ ଅନନ୍ତ ସୁଖ ଗାଉଥିବି ସଦା ସେହି ଯୀଶୁଙ୍କ ନାମ ||୧|| ସେହି ନାମେ ଅଛି ଶକ୍ତି ସେ ନାମରେ ଦିନ ରାତିବିତି ଯାଉ ମୋର ପ୍ରତିକ୍ଷଣ ପାପୀ […]
ନାହିଁ ସମୟ କାଳ ଦିନ, ପାଖେଇ ଆସିଲା ପ୍ରଭୁଙ୍କ ଆଗମନପାପଠାରୁ ରହି ଭିନ୍ନ ହୋ… ପାଇ ଆମେ ପରିତ୍ରାଣଯୀଶୁଙ୍କୁ ଦେବାଏ ମନରେ… ମନରେ… ମନରେ (ଘୋଷା) ଛାଡ଼ିଯିବା ଆମେ ମରତ ପୁର ସୂର୍ଗ ହେବ ଆମ ଘରସର୍ଗ ସିଂହାସନେ ବସାଇବେ ପ୍ରଭୁ କ୍ଷୁଧା ତୃଷା ହେବ ଦୂରପାଇଲେ ଶାଶ୍ୱତ ପ୍ରେମ ହିଁ ପୁଲକିତ ହେବ ମନଧନ୍ୟ ହେବ ଆମ ଜୀବନ… ଜୀବନ…ଜୀବନ || ୧ || ଯିଏ ଜାଣି ନାହିଁ […]
ଧନ୍ୟବାଦ ପ୍ରଶଂସା କର ସାଧୁଗଣେ ହୋଇ ଏକ ଚିତ୍ତପ୍ରଭୁମାନଙ୍କର ପ୍ରଭୁଙ୍କର, ରାଜାମାନଙ୍କର ରାଜାଙ୍କରହାଲିଲୁୟା…..ହାଲିଲୁୟା….. ହାଲିଲୁୟା…..(ଘୋଷା) ଦୟାମୟ ପିତା କରୁଛି ଅର୍ପଣ ପାପ ଭରା କଳୁଷିତ ଜୀବନଭଙ୍ଗା ହୃଦୟକୁ କରି ହେ ଗଠନ, ଚଳାଇ ନିଅ ମୋ ସାରା ଜୀବନତୁମ ଛଡ଼ା ନାହିଁ କାହିଁ ପରିତ୍ରାଣ, ସ୍ବର୍ଗ ମର୍ଭ ପାତାଳ ତ୍ରିଭୂବନ || ୧ || ଉଦ୍ଦୀପିତ କର ଶିଥିଳ ଜୀବନ, ଢ଼ାଳିଦିଅ ପ୍ରଭୁ ଆଶିଷ ଦାନପବିତ୍ର ଆତ୍ମାରେ କର ପରିପୂର୍ଣ୍ଣ, […]
ନ ଭୁଲରେ ଯୀଶୁଙ୍କ ଅଭୁଲା ପ୍ରେମ ନ ଭୁଲରେ ଯୀଶୁଙ୍କ ଅତୁଳ ପ୍ରେମତୋହରି ପାଇଁ କୃଶରେ ସେହି… ଦେଲେ ଜୀବନ (ଘୋଷା) ତୋହରି ପାପ ମୁକତି ପାଇଁ ଆସିଲେ ସରଗ ଛାଡ଼ିସାଧୁ, ସରାଫ, କିରୁବଙ୍କର ପୂଜା ଆରାଧନା ଏଡ଼ି,ତୋହରି ପାଇଁ…ରକତ ଦେଇ… ଦେଲେ ଜୀବନ ||୧|| ଶୟତାନର ପାପ ବନ୍ଧନୁ ମୁକୁଳାଇବାର ପାଇଁନରକ ଦୁଃଖ ଯନ୍ତ୍ରଣା ଯେତେ ଯେହ୍ନ ନ ଭୋଗିବୁ ତୁହିତୋହରି ପାଇଁ…ଦୁଃଖ ସେ ସହି…ଦେଲେ ଜୀବନ || […]
ଧନ୍ୟବାଦ ଘେନ ପ୍ରଭୁ… ଭଙ୍ଗା ମୋ ଅନ୍ତରରସ୍ତୁତି ପ୍ରଶଂସା ହେଉ; ସଦାପ୍ରଭୁ ହେ ତୁମରଧନ୍ୟବାଦ ହେଉ…..(୪ ଥର)ଆହେ ସତ୍ୟ ସନାତନ ପରମେଶ୍ଵର (ଘୋଷା) ତୁମେ ପଥ, ତୁମେ ସତ୍ୟ, ଜୀବନ ଏ ଜଗତରଶାନ୍ତିଦାତା, ମୁକ୍ତିଦାତା, ଶକ୍ତିଦାତା ପରମେଶ୍ଵରହେ କରୁଣାମୟ…. ହେ ମଙ୍ଗଳମୟ ( ୨ ଥର)ଧନ୍ୟ, ଧନ୍ୟ, ଧନ୍ୟ ହେଉ ନାମ ତୁମର || ୧ || ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ରକ୍ଷାକର୍ଷା ଜଗତରଦୟାମୟ, କ୍ଷମାମୟ, ପ୍ରେମମୟ, ସତ୍ୟ ଈଶ୍ଵରଆହେ ସୁଧାମୟ…. […]