ଆଖିର ଲୁହରେ ଧୋଇବି ଚରଣ ବୋଲିଖୋଜୁଛି କେତେ ମୁଁ ପାଉ ନାହିଁ ଦେଖାଥକିଲିଣି ଚାଲି ଚାଲି ମୁଁ ( ୨ ଥର) …(ଘୋଷା) ତୁମେ କହିଥିଲ ଆଘାତ କରିଲେ ଦ୍ୱାରେଦୁଆର ଫିଟାଇ ପାଶେ ବସାଇବ ବାରେସେହି ଆଶା ମୋର ଆଶାରେ ରହିଲାନିରାଶାରେ ଘୁରି ମଲି ମୁଁ (୨ ଥର) … |୧| ଭାବିଛି ମୋ ମନେ ତୁମକୁ ଖୋଜିଲା ବେଳେଅବିଶ୍ଵାସ କିଛି ଜାଗିଥିଲା ବୁକୁତଳେସେଥିପାଇଁ ମୋତେ ଦେଲ ନାହିଁ ଦେଖାନିରାଶାରେ […]
Odia
ଆକାଶମଣ୍ଡଳ ପରମେଶ୍ଵରଙ୍କ ଗଉରବ ବର୍ଣନା କରେଶୂନ୍ୟମଣ୍ଡଳ ତାଙ୍କ ହସ୍ତକୃତ କର୍ମ ସକଳ ପ୍ରକାଶ କରେ …(ଘୋଷା ) ଦିନ ପରେ ଦିନ ସିଏ ବାକ୍ୟ ଉଚ୍ଚରେରାତି ପରେ ରାତି ଜ୍ଞାନ ପ୍ରକାଶ କରେରବ ତାର ବ୍ୟାପି ଥାଏ ସାରା ପୃଥିବୀରେବାକ୍ୟ ତାର ପ୍ରସାରିତ ଶେଷ ସୀମା ଯାଏ … |୧| ପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ ପ୍ରାଣ ପାଇଁ ହିତପ୍ରମାଣବାକ୍ୟ ଅଟଳ ଜ୍ଞାନ ପ୍ରଦାୟକପ୍ରଭୁଙ୍କ ବିଧୁ ଯଥାର୍ଥ ଆନନ୍ଦଜନକଆଜ୍ଞା ସକଳ ନିର୍ମଳ […]
ଆୱାଜ୍ ଉଠାଏଙ୍ଗେହମ୍ ସାଜ୍ ବଜାଏଙ୍ଗେହେ ଈଶୁ ମହାନ୍ ଆପନା ୟହ ଗୀତ୍ ସୁନାଏଙ୍ଗେ (ଘୋଷା) ସଂସାର କେ ସୁନ୍ଦତାମେ ୟହ ରୂତୋ ତେରା ହେଇନ୍ ଚାନ୍ଦ ସିତାରୌ ମେ ହି ଅ ଭି ତେରା ହେମହିମା କି ତେରୀ ବା ହମ୍ ସକୋ ବତାୟେଙ୍ଗ … |୧ | ଦିଲ୍ ତେରୀ ଖଜାନା ହେଁ ଏକ୍ ପାକ୍ ମୋହବକାଥା ପାନ୍ ସକା କୋଇ ସାଗର୍ ହି ତୁ ଉଫତ୍ କାହମ୍ […]
ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେଉଜୁଡ଼ା ଏ ଜୀବନକୁ ଗଢ଼ି ଦେଲ ତୁମେତୁମରି ପ୍ରେମର ପରଶେ … (ଘୋଷା) ପଡ଼ିଥିଲି ଅପରାଧେ ଏ ଜଗତେ ଯେବେଯୀଶୁ ତୁମେ ଅତି ପ୍ରେମେ ଆସିଲ ମୋ ପାଶେଜାଳିଲ ଆଲୋକ ଅନ୍ତରେ ତୁମରି ସ୍ବର୍ଗୀୟ ଦୟାରେପରିତ୍ରାଣ ଦେଲ ମୋତେ ତୁମ ଅନୁଗ୍ରହେତୁମରି ସନ୍ତାନ ହୋଇ ନୂତନ ଜନମେଶାନ୍ତି ପାଇଲି ମାନସେ … |୧| ଆପଦରେ ବିପଦରେ ସାହା ଏକା ତୁମେମୋ ଦୁଃଖରେ ମୋ ସୁଖରେ ବନ୍ଧୁ […]
ପ୍ରିୟତମ …ପ୍ରଶଂସା ଗଉରବ କରରାଜାଧି ରାଜ ପ୍ରଭୁଙ୍କରସେ ତ ଜ୍ୟୋତିର୍ମୟ ସେ ତ ସୁଧାମୟସେ ଯେ, ପରିତ୍ରାଣ ଆକର … (ଘୋଷା) ଅନାଦି ଅନନ୍ତ ନିତ୍ୟ ଜୀବିତସର୍ବଶକ୍ତିମାନ ପ୍ରେମେ ବିଭୂଷଣଅତୁଳନୀୟ ତା, ଦୟା କ୍ଷମା ଗୁଣଆମ, ମର ଜୀବନ ପର … |୧| ଈଶ୍ବରଙ୍କ ପୁତ୍ର ହୋଇ ଦେହବନ୍ତପ୍ରକାଶିଲେ ବିଶ୍ୱ ଜୀବନର ପଥବୁହାଇ ଶୋଣିତ ପାପୀଙ୍କ ନିମିତ୍ତକରି, ଦୟା ପ୍ରେମ ଅପାର .. |୨| ଆହେ ନଗଣ କର ଜୟଗାନସୁମରି […]
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀବନ ସାରା … (ଘୋଷା) ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାରତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରାଏ ଜୀବନ ସାରା …. I୧| ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରାଏ ଜୀବନ […]
କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋରକର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା) କ୍ଷମା କରନ୍ତି ସେ ତୋ’ର ପାପ ସବୁ ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାରଶିରେ ତୋ ଦିଅନ୍ତି ଦୟାର ମୁକୁଟ … |୧| ସଦାପ୍ରଭୁ ସ୍ନେହଶୀଳ କୃପାମୟ […]
ହେ ଆକାଶ ମଣ୍ଡଳ ଶୁଣ ଶୁଣଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣହେ ପୃଥିବୀ -.. ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା) କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନାଅଗ୍ନି ତେଜରେ ରାଜା ଆସିବେମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋହେ ପୃଥିବୀ … ଆସୁଛି ଅତି ଭୟଙ୍କର ଦିନ … |୧| ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନାପସନ୍ଦ […]
କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରିଧନ୍ୟ ଯୀଶୁ ତାଣକାରୀ (ଘୋଷା) ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲେ ମୋ ପାଇଁ ହୋ … ହୋ … ହୋ ..ଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରିଏ ଯାତନା ମୋରି ପାଇଁ … |୧| ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାରଅସହ୍ୟ ଦୁଃଖ ତୁମରି … |୨| […]
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ … ଦଶ ସହସ୍ର ମଧ୍ୟରେ (ଘୋଷା) ତୁମ ବିନା ପ୍ରଭୁ ନାହିଁ କାହାଠାରେନାହିଁ କେବେ ପରିତ୍ରାଣ,ନରଗଣ ମଧେ ଆକାଶର ତଳେନାହିଁ କେହି ଧରାଧାମେପରମ ସୁନ୍ଦର ଆହେ ପ୍ରିୟ ମୋର … |୧| ପରମ ଆନନ୍ଦ ଆହେ ପ୍ରିୟତମବସେ ତୁମ ଛାୟାତଳେ,ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁବଣ୍ଡିକି […]